Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କେରଳରେ ମହିଳାଙ୍କ ଠାରେ କୋଭିଡର JN.1 ନାମକ ସବ ଭେରିଆଣ୍ଟ ଚିହ୍ନଟ

National

କେରଳରେ ମହିଳାଙ୍କ ଠାରେ କୋଭିଡର JN.1 ନାମକ ସବ ଭେରିଆଣ୍ଟ ଚିହ୍ନଟ

Smruti Parija
Browse all articles by Smruti Parija
·2 years ago
କେରଳରେ ମହିଳାଙ୍କ ଠାରେ କୋଭିଡର JN.1 ନାମକ ସବ ଭେରିଆଣ୍ଟ ଚିହ୍ନଟ

ଅର୍ଗସ ବ୍ୟୁରୋ: ପୁଣି ଡରାଇଲାଣି କରୋନା । ଭାରତରେ ପୁଣି କରୋନା ଭାଇରସର ଏକ ନୂଆ ସବଭାରିଏଣ୍ଟ ଦେଖାଦେଇଛି । JN.1 ନାମକ ସବ ଭେରିଆଣ୍ଟ କେରଳରେ ପ୍ରଥମ କରି ଦେଖାଦେଇଛି । ଜଣେ ୭୯ ବର୍ଷିୟା ମହିଳାଙ୍କ ଠାରେ ଏହା ଚିହ୍ନଟ ହୋଇଛି । ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ତତ୍ପର ହୋଇଛି । ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥାର ମକ୍ ଡ୍ରିଲ୍ କରିଛି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ । ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଲଗାତାର ଏ ବିଷୟରେ ଆଲୋଚନା ଜାରି ରଖିଛି । 
 

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
JN.1 sub-variant of Covid detected in women in Kerala ​ | Argus News