Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିନା କପଡାରେ  ଓସ୍କାର ଷ୍ଟେଜରେ  ଅଭିନେତା

National

ବିନା କପଡାରେ  ଓସ୍କାର ଷ୍ଟେଜରେ  ଅଭିନେତା

Manini Pattanayak
Browse all articles by Manini Pattanayak
·2 years ago·1 min read
ବିନା କପଡାରେ  ଓସ୍କାର ଷ୍ଟେଜରେ  ଅଭିନେତା

ନୂଆଦିଲ୍ଲୀ: ବିନା କପଡାରେ  ଓସ୍କାର ଷ୍ଟେଜ ଉପରେ ପହଞ୍ଚିଲେ ହଲିଉଡ୍‌  ଅଭିନେତା  ଜନ ସିନା ।  ବେଷ୍ଟ କଷ୍ଟୁମ୍‌ ଆୱାର୍ଡ ଦେବାକୁ ବିନା କଷ୍ଟୁମ୍‌ରେ ଷ୍ଟେଜରେ ପହଞ୍ଚିଥିଲେ  ଜନ ସିନା ।  ଜନଙ୍କ ଏଭଳି ହରକତ ପାଇଁ ସେ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ  ପାଲଟିଛନ୍ତି।  96 ତମ  ଏକାଡେମୀ ଆଓ୍ୱାର୍ଡର  ଷ୍ଟେଜ ଉପରେ ଆକ୍ଟରଙ୍କ ନେକେଡ୍‌ ଲୁକ୍‌ ଦେଖି ଉପସ୍ଥିତ ଥିବା ଦର୍ଶକ ତାଜୁବ ହୋଇଥିଲେ।  ଫିଲ୍ମ ପିକେରେ  ଅମିର ଖାନଙ୍କ ପରି ବିନା କପଡାରେ  ଜନ ସିନା  ନଜର ଆସିବା  ଯାହା  ସୋମରୋହର ସବୁଠାରୁ ବଡ  ହାଇଲାଇଟ୍‌ ଥିଲା। 

ସୂଚାନାମୁତାମକ,   ୨୦୨୪ ଓସ୍କାର ଆଓ୍ୱାର୍ଡରେ  କଷ୍ଟ୍ୟୁମ  ଡିଜାଇନ୍  ପାଇଁ ଆଓ୍ୱାର୍ଡ  ପ୍ରଦାନ କରିବା ପାଇଁ ନେକେଡ୍‌ ହୋଇ ପହଞ୍ଚିଥିଲେ ଜନ।  ସେହି ସମୟରେ ଜିମି କିମେଲ  ଏକ ପୁରୁଣା  କଥାକୁ ଦୋହରାଇ କହିଥିଲେ ଯେତେବେଳେ ଓସ୍କାର ଷ୍ଟେଜରେ ପୁରୁଷ୍କାର ବିତରଣ କରାଯାଉଥିଲା ଜଣେ ବ୍ୟକ୍ତି ଉଲଗ୍ନ ହୋଇ ଷ୍ଟେଜରେ ଡୌଡିଥିଲେ।   କଣ ଆଜି ସେମିତି ଘଟଣା କିଏ ଦୋହରାଇବାକୁ ଚାହୁଛନ୍ତି କି..?  ଏହି ସମୟରେ  ବିନା କପଡାରେ  ଜନ ମଞ୍ଚରେ ଲୁଚିକରି ଛିଡା ହୋଇଛନ୍ତି ଆଉ ଜିମିଙ୍କୁ ଡାକୁଛନ୍ତି।  ସେ ଏପରି ଭାବେ ସମସ୍ତଙ୍କ ସାମ୍ନାକୁ ଯାଇପେରିବେନି ବୋଲି ଜିମିଙ୍କୁ କହିଲେ।  ଏହାପରେ ଜିମି ଜନଙ୍କୁ କନଭିନ୍ସ କରିଥିଲେ ଯିବା ମଞ୍ଚକୁ ଯିବାକୁ ।  ତାପରେ ଜନ ବିନା କପଡାରେ ଆସି ଆଓ୍ୱାର୍ଡ ଦେଇଥିଲେ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Wrestler-turned-actor John Cena made an unconventional appearance at the 2024 Oscars with his . | Argus News