Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନୂଆ ସିଏଜି ଭାବେ ଶପଥ ନେଲେ କେ. ସଞ୍ଜୟ ମୂର୍ତ୍ତି

Smruti Parija
Browse all articles by Smruti Parija
·1 year ago
ନୂଆ ସିଏଜି ଭାବେ ଶପଥ ନେଲେ କେ. ସଞ୍ଜୟ ମୂର୍ତ୍ତି

ଅର୍ଗସ ବ୍ୟୁରୋ: ନୂଆ ସିଏଜି ଭାବେ ଶପଥ ନେଲେ କେ. ସଞ୍ଜୟ ମୂର୍ତ୍ତି । ରାଷ୍ଟ୍ରପତି ଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବତନ ସିଏଜି ଗିରିଶ ମୁର୍ମୁଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପରବର୍ତ୍ତୀ ସିଏଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସଞ୍ଜୟ ମୂର୍ତ୍ତି । ୧୯୮୯ ବ୍ୟାଚର ହିମାଚଳ ପ୍ରଦେଶ କ୍ୟାଡରର ଆଇଏଏସ କେ. ସଞ୍ଜୟ ମୂର୍ତ୍ତି ଭାରତ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
k-sanjay-murthy-took-oath-as-new-cag-of-india | Argus News