Videos
|
National

କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇପାରନ୍ତି କମଲନାଥ

Ritu Das
Browse all articles by Ritu Das
·2 years ago
କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇପାରନ୍ତି କମଲନାଥ

ଅର୍ଗସ ବ୍ୟୁରୋ: ଗୋଟିଏ ପରେ ଗୋଟିଏ କଂଗ୍ରେସ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛି। ଗତ କିଛି ମାସ ମଧ୍ୟରେ ଅନେକ ନେତା ଦଳ ଛାଡ଼ି ବିଜେପିରେ ଯୋଗ ଦେଉଛନ୍ତି। କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇପାରନ୍ତି କମଲନାଥ ଓ ତାଙ୍କ ପୁଅ ନକୁଲନାଥ। ସୋସିଆଲ ମିଡିଆ ହ୍ୟାଣ୍ଡେଲ 'X'ରୁ ହଟାଇଲେ କଂଗ୍ରେସ ଲୋଗୋ। 

19ରେ ରାମଲାଲଙ୍କୁ ଦର୍ଶନ ପରେ କରିପାରନ୍ତି ବଡ ଘୋଷଣା। ବିଜେପିର ମଧ୍ୟପ୍ରଦେଶ ଅଧ୍ୟକ୍ଷ ବିଡି ଶର୍ମା କହିଲେ ସମସ୍ତଙ୍କ ପାଇଁ ଦ୍ବାର ଖୋଲା। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Kamal Nath may | Argus News