Videos
|
National

ମୁଁ ହିନ୍ଦୁ ବୋଲି ନିଜକୁ ଗର୍ବ କରେ : କଙ୍ଗନା

Rashmita Mishra
Browse all articles by Rashmita Mishra
·2 years ago·1 min read
ମୁଁ ହିନ୍ଦୁ ବୋଲି ନିଜକୁ ଗର୍ବ କରେ : କଙ୍ଗନା

ଅର୍ଗସ ବ୍ୟୁରୋ: ହିମାଚଳ ପ୍ରଦେଶ ମଣ୍ଡିରୁ ବିଜେପି ପ୍ରାର୍ଥୀ ଭାଵରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। ସେ ସଵୁଵେଳେ ନିଜର ଵୟାନ ପାଇଁ ଵିଵାଦରେ ରୁହନ୍ତି । ତାଙ୍କୁ ଟିକେଟ ମିଳିଵା ପରେ ଵିରୋଧୀଙ୍କର ସେ ଟାର୍ଗେଟ ହୋଇଛନ୍ତି।କଂଗ୍ରେସ ନେତା ବିଜୟ ୱାଡେଟିୱାର ତାଙ୍କ ଵିଷୟରେ ଗୋମାଂସ ଖାଉଥିଵା ନେଇ ଅଭିଯୋଗ ଆଣିଥିଲେ। କିନ୍ତୁ ସେ କହିଛନ୍ତି ମୁଁ ହିନ୍ଦୁ ଵୋଲି ର୍ଗଵ କରେ। କଙ୍ଗନା ଏଵେ କହିଛନ୍ତି ଏକଥା ମିଛ । 

ସେ ଏକ୍ସ ମାଧ୍ୟମରେ ପୋଷ୍ଟ କରି ଲେଖିଛନ୍ତି ମୁଁ  ଗୋମାଂସ ଖାଏ ନାହିଁ କି ଅନ୍ୟ କୌଣସି ଲାଲ ଦୋଖାଯାଉଥିଵା ମାସଂ ଖାଏ ନାହିଁ । ମୋ ଵିଷୟରେ ଯେଉଁ ଗୁଜଵ ପ୍ରଚାରିତ ହୋଉଛି ତାହା ସପୂର୍ଣ୍ଣ ଭତ୍ତିହୀନ । ମୁଁ ସଵୁଵେଳେ ସାଧା ଖାଏ ଓ ଆୟୁର୍ଵେଦିକ ଜୀଵନଶୌଳୀକୁ ପସନ୍ଦ କରେ । ଏପରି ପରିସ୍ଥିରେ ମିଥ୍ୟା ଆରୋପ ଲଗାଇଲେ ମୋ ଉପରେ କୌଣସି ପ୍ରଭାଵ ପକାଉଵ ନାହିଁ କି ମୋ ଭାଵନାକୁ ଅପଵିତ୍ର କରିହେଵ ନାହିଁ । ଜୟ ଶ୍ରୀ ରାମ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
kangana ranaut beef remark supriya shrinate vijay wadettiwar bjp | Argus News