ର୍ନିଵାଚନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ

ଅର୍ଗସ ବ୍ୟୁରୋ: ଆଜିଠୁ ଛତିଶଗଡ ଓ ମହାରାଷ୍ଟ୍ରରେ ଲୋକସଭା ର୍ନିଵାଚନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡର ବସ୍ତରରେ ଓ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ରାଲି କରିଵା ସହ ସଭାର ଆୟଜନ କରଯାଇଛି ତସହ ତାଙ୍କ ସମଥିକ ମାନଙ୍କୁ ସମ୍ବୋର୍ଧିତ ମଧ୍ୟ କରିଵେ ।
ଛତିଶଗଡରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକ ଵିଶାଳ ଜନ ସମାଵେଶ ରେ ଯୋଗ ଦେଇ ସମସ୍ତଙ୍କୁ ସମ୍ବୋର୍ଧିତ କରିଛନ୍ତି ।ଛତିଶଗଡରେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ପ୍ରାର୍ଥୀ ମହେଶ କାଶ୍ୟପଙ୍କୁ ସମର୍ଥନ କରିବା ପାଇଁ ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭନପୁରୀର ଆମାବାଲ ଗ୍ରାମରେ ଏକ ଜନ ସମାବେଶକୁ ସମ୍ବୋର୍ଧିତ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ କହିଛନ୍ତି ଆଜି ଆମକୁ ଆଶୀର୍ବାଦ ଦେବା ପାଇଁ ଆପଣ ଏତେ ସଂଖ୍ୟକ ଲୋକ ଏଠାକୁ ଆସିଛନ୍ତି। ଆପଣମାନେ କେବଳ ଏଠାରେ ବିଜେପି ସରକାର ଗଠନ କରିନାହାଁନ୍ତି ବରଂ ବିକଶିତ ଭାରତର ମୂଳଦୁଆକୁ ମଧ୍ୟ ଦୃଢ କରିଛନ୍ତି ବୋଲି ସେ କହିଛନ୍ତି।
📱 Get Argus News App
✨ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାହ୍ନ ୫ଟାରେ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ସୁଧୀର ମୁଙ୍ଗନ୍ତୀୱରଙ୍କୁ ସମର୍ଥକକୁ ନେଇ ଏକ ରାଲି କରିବେ। ଲୋକସଭା ଆସନ ପାଇଁ ମତଦାନ ଏପ୍ରିଲ ୧୯ ଏପ୍ରିଲ ୨୬ ଏବଂ ମେ’ ୭ରେ ତିନିଟି ପର୍ଯ୍ୟାୟରେ ହେବ। ଫଳାଫଳ ଜୁନ୍ ୪ରେ ଘୋଷଣା କରାଯିବ। ସେହିଭଳି ଚନ୍ଦ୍ରପୁର ଆସନ ପାଇଁ ମଧ୍ୟ ଏପ୍ରିଲ ୧୯ରେ ମତଦାନ ହେବ। ୨୦୧୯ରେ ହୋଇଥିବା ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବାଲୁ ଧାନୋରକର ଚନ୍ଦ୍ରପୁର ଆସନ ଜିତିଥିଲେ। ହେଲେ ମେ’ ୨୦୨୩ରେ ତାଙ୍କର ଦେହାନ୍ତ ହେବା ପରେ ଏହି ଆସନ ଖାଲି ପଡିଥିଲ।