Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାର୍ଗିଲ ବିଜୟ ଦିବସ ପାଇଁ ପ୍ରସ୍ତୁତ କାରଗିଲ୍

Ritu Das
Browse all articles by Ritu Das
·1 year ago
କାର୍ଗିଲ ବିଜୟ ଦିବସ ପାଇଁ ପ୍ରସ୍ତୁତ କାରଗିଲ୍

ଅର୍ଗସ ବ୍ୟୁରୋ: ୨୫ତମ କାର୍ଗିଲ ବିଜୟ ଦିବସ ପାଇଁ ପ୍ରସ୍ତୁତ କାରଗିଲ୍ । ଜୁଲାଇ 26ରେ କାରଗିଲ ବିଜୟ ଦିବସର ରଜତ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । କାରଗିଲ୍ ବୀରଙ୍କୁ ସ୍ମରଣ କରିବା ପାଇଁ ପ୍ରସ୍ତୁତ ହେଉଛି କାର୍ଗିଲ ଯୁଦ୍ଧ ମେମୋରିଆଲ । ଶତ୍ରୁଙ୍କଠାରୁ ଦେଶକୁ ରକ୍ଷା କରିଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି। 

କାରଗିଲର ଏହି ସ୍ମାରକ, ସଶସ୍ତ୍ର ବାହିନୀର ବଳିଦାନ ଏବଂ ବୀରତ୍ୱର ପ୍ରତୀକ, ସେମାନଙ୍କର ଅଦମ୍ୟ ସାହାସ ​​ଏବଂ ଉତ୍ସର୍ଗୀକୃତର ଭାବନାର ସ୍ମାରକ ଭାବରେ ଛିଡା ହୋଇଛି । କାରଗିଲ ବିଜୟ ଦିବସରେ ଲେହ ଓ ଲଦାଖରେ ଆୟୋଜିତ ହେବାକୁ ଯାଉଛି ମହିଳା ମୋଟର ବାଇକ ରାଲି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kargi | Argus News