Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି କେଦାରନାଥ ମନ୍ଦିରର ଦ୍ଵାର ଭକ୍ତଙ୍କ ଲାଗି ଖୋଲିଲା

Banajyotshna Ray
Browse all articles by Banajyotshna Ray
·2 years ago
ଆଜି କେଦାରନାଥ ମନ୍ଦିରର ଦ୍ଵାର ଭକ୍ତଙ୍କ ଲାଗି ଖୋଲିଲା

ଅର୍ଗସ ବ୍ୟୁରୋ:  ଆଜି କେଦାରନାଥ ମନ୍ଦିରର ଦ୍ଵାର ଭକ୍ତଙ୍କ ଲାଗି ଉନ୍ମକ୍ତ ହୋଇଛି । ଏଥିପାଇଁ ଏବେ କେଦାରନାଥରେ ଚାରିଆଡେ ଗୁଞ୍ଜରଣ ହେଉଛି ବମ ଭୋଲେ । ସେପଟେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ସମସ୍ତ ବ୍ୟବସ୍ଥା । ଆଜି ପୂରା ରୀତିନୀତି ସହ ଭାରତ ଓ ବିଦେଶର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି କେଦାରନାଥ ଧାମର ଦ୍ୱାର ।

ଦ୍ୱାର ଖୋଲିବାର ପ୍ରଥମ ଦିନରେ ହଜାର ହଜାର ଶ୍ରଦ୍ଧାଳୁ ଧାମରେ ପହଞ୍ଚିଛନ୍ତି। ଧାମରେ ତୀର୍ଥଯାତ୍ରୀଙ୍କ ପାଇଁ ବିଶ୍ୱାସ ପଥ ନିର୍ମାଣ କରାଯାଇଛି । ସେହିପରି ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର ଦ୍ୱାର ମଧ୍ୟ ଆଜି ବିଦେଶରେ ଭକ୍ତଙ୍କ ପାଇଁ ଖୋଲାଯିବ । ପ୍ରଶାସନ ଉପସ୍ଥିତିରେ ମୁଖ୍ୟ ଫାଟକର ତାଲା ଖୋଲାଯାଇଥିଲା। ଏହାପରେ ଗର୍ଭଗୃହର କବାଟ ଖୋଲାଯାଇଥିଲା। ରାୱଲ ଓ ମୁଖ୍ୟ ପୂଜକ ଗର୍ଭଗୃହରେ ପୂଜାର୍ଚ୍ଚନା କରିଥିଲେ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Kedarnath Dham temple doors opened with rituals and vedic chants | Argus News