ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ କେଜରିଓ୍ବାଲ
·1 year ago

ଅର୍ଗସ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। AAP କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ସେ ଏହି ଘୋଷଣା କରିଛନ୍ତି। ମଦନୀତି ମାମଲାରେ ବେଲରୁ ଆସିବା ପରେ ଚାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ମୋ ଜାଗାରେ ଆଉ ଜଣେ ଆପ ନେତା ମୁଖ୍ୟମନ୍ତ୍ରୀ ହେବେ।
ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡିବେ ବୋଲି କର୍ମୀ ସମ୍ମିଳନୀରେ ଘୋଷଣା କରିଛନ୍ତି। ଜନତାଙ୍କ ରାୟକୁ ଅପେକ୍ଷା କରିଛି। ଅଗ୍ନି ପରୀକ୍ଷା ପାଇଁ ପ୍ରସ୍ତୁତ ଥିବା କହିଲେ କେଜରିଓ୍ବାଲ।
ଅଧିକ ପଢ଼ନ୍ତୁୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: