Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୀର୍ଘ ବର୍ଷର ନୀରବତା ପରେ ବାଙ୍କୀରେ ସାରଥୀ ସତସଙ୍ଗ

National

ଦୀର୍ଘ ବର୍ଷର ନୀରବତା ପରେ ବାଙ୍କୀରେ ସାରଥୀ ସତସଙ୍ଗ

Smruti Parija
Browse all articles by Smruti Parija
·1 year ago·2 min read
ଦୀର୍ଘ ବର୍ଷର ନୀରବତା ପରେ ବାଙ୍କୀରେ ସାରଥୀ ସତସଙ୍ଗ
  • ଭିଜିଲାନ୍ସ ଜାଲରେ ବରିଷ୍ଠ ଯନ୍ତ୍ରୀ...ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମର ଚଢଉ...ଜୟପୁର ବ୍ଲକ୍ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟର ବିଶ୍ବନାଥ ପାତ୍ରଙ୍କ ଘରେ ରେଡ୍ 
  • ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...ଅପରାହ୍ନ ୫ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଁଚିବେ ମହାମହିମ ...ପୁରୀରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଥିବା ନୌସେନା ଦିବସରେ କରିବେ ଯୋଗଦାନ
  • କାର୍ ସହ ବସ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୫ ଡାକ୍ତର ମୃତ । କେରଳ କାଲାରକୋଡ୍‌ ଆଲାପୁଝା ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା
  • ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ। ନାଇଟ ଡ୍ୟୁଟି କରୁଥିବା  ସିକ୍ୟୁରିଟି ଗାର୍ଡ ଟ୍ରକ ଧକ୍କାରେ ମୃତ୍ୟୁ। ବଲାଙ୍ଗିର ସହର ମୁଖ୍ୟ ମାର୍କେଟ ପାଟଣାଛକ ନିକଟର ଘଟଣା
  • ବାଙ୍କୀରେ ଏବେବି କମିନି ସାରଥୀ କ୍ରେଜ...ଦୀର୍ଘ ବର୍ଷର ନୀରବତା ପରେ ବାଙ୍କୀରେ ଦେଖିବାକୁ ମିଳିଛି ସାରଥୀ ସତସଙ୍ଗ
  • ଇସ୍କନର ଅଦିନିଆ ରଥଯାତ୍ରା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀନଅର ଠାରେ ଅନୁଷ୍ଠିତ ହୋଇଛି l ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଓ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଉପସ୍ଥିତ ଥିଲେ
  • ଆଜି କୋଣାର୍କ ଆନ୍ତର୍ଜାତୀୟ ବାଲୁକା ମହୋତ୍ସବର ତୃତୀୟ ଦିନ...ପ୍ରତ୍ୟେକ ଦିନ ମହୋତ୍ସବରେ ଜମୁଛି ଦର୍ଶକଙ୍କ ଭିଡ଼…. ଓଡିଶାର ପର୍ଯ୍ୟଟକ ଓ ଓଡିଆ ଘରର ଓଡିଆଣି ପରମ୍ପରାକୁ ଦେଖି ବିଦେଶୀ ଓ ଦେଶୀ ପର୍ଯ୍ୟଟକ ବିମୋହିତ 
  • ବାତ୍ୟା ପରେ ବଢୁଛି ଭୂସ୍ଖଳନ ବିପତ୍ତି । ତାମିଲନାଡୁ ଓ ପୁଦୁଚେରୀରେ ଫେଙ୍ଗାଲ ପ୍ରଭାବରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ
  • ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଯୁବକଙ୍କୁ ଅପହରଣ ଘଟଣା । ସାମ୍ନା କୁ ଆସିଲା ଅପହରଣ ବେଳର ସିସିଟିଭି ଫୁଟେଜ । ସ୍କୋର୍ପିଓରେ ଅପହରଣ କରି ନେଉଥିବାର ଚିତ୍ର ସିସିଟିଭିରେ କଏଦ 
  • ଗୃହ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା...ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିବୃତ୍ତି...ଆଇନ ଶୃଙ୍ଖଳା ଓ ଧନ ସମ୍ପତ୍ତିର ସୁରକ୍ଷା ଲାଗି ନୂଆ ପଦକ୍ଷେପ...ମାଓ ମୁକାବିଲା କ୍ଷେତ୍ରରେ ମିଳିଛି ବଡ଼ ସଫଳତା
     
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
know-todays-update-news | Argus News