Flight Fire IIncident / ମଝି ଆକାଶରେ ବିମାନର ଇଞ୍ଜିନର ଲାଗିଲା ନିଆଁ, କୋଲକାତାରେ କଲା ....
·7 months ago·2 min read

Key Points
ତୁର୍କୀସ୍ ଏୟାରଲାଇନ୍ସ ବିମାନଟିର ଇଞ୍ଜିନରେ ସ୍ପାର୍କିଂ ଦେଖାଯିବାରୁ କୋଲକାତା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା।
ନିକଟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମକୁ ଯାଉଥିବାବେଳେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହି ଖବର ମନରୁ ନ ଲିଭୁଣୁ ପୁଣି ବିମାନକୁ ନେଇ ଏକ ବଡ଼ ଅପଡେଟ ଆସିଛି। କାଠମାଣ୍ଡୁରୁ ଇସ୍ତାନବୁଲ ଯାଉଥିବା ତୁର୍କୀଶ ଏୟାରଲାଇନ୍ସର ବିମାନ ୭୨୭ କୋଲକାତା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ଜଣାପଡ଼ୁଛି ଯେ ବିମାନର ଡାହାଣ ଇଞ୍ଜିନରେ ଭୟଙ୍କର ନିଆଁ ଲାଗିଥିବା ବିଷୟରେ ବିମାନ କ୍ୟାପ୍ଟେନ କୋଲକାତା ଏୟାର ଟାକୋମିଟରକୁ ସତର୍କ କରିଥିଲେ।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଟର୍କିଶ ଏୟାରଲାଇନ୍ସର ଏକ ବିମାନ ୭୨୭ରେ ଥିବା ଜଣେ କ୍ୟାପଟେନ କୋଲକାତାର ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) କୁ ଜଣାଇଥିଲେ ଡାହାଣ ଇଞ୍ଜନରେ ଅଗନିକାଣ୍ଡ ବିଷୟରେ ଜଣାଇଥିଲେ।
ଅଧିକାରୀମାନେ କହିଛନ୍ତି ଯେ ବିମାନଟି ଅବତରଣ କରିବା ପରେ ସମସ୍ତ ୨୩୬ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା। ବିମାନଟି ବର୍ତ୍ତମାନ କୋଲକାତା ବିମାନବନ୍ଦରର ଆଇସୋଲେସନ ବେରେ ଅଛି, ଯେଉଁଠାରେ ବୈଷୟିକ ବିଶେଷଜ୍ଞଙ୍କ ଏକ ଦଳ ସଠିକ୍ ଇଞ୍ଜିନ ଯାଞ୍ଚ କରୁଛନ୍ତି।ରିପୋର୍ଟ ହୋଇଥିବା ଅଗ୍ନିକାଣ୍ଡ କେବଳ ଏକ ବୈଷୟିକ ତ୍ରୁଟି ଥିଲା ନା ପ୍ରକୃତରେ ଇଞ୍ଜିନରେ କୌଣସି ଗମ୍ଭୀର ସମସ୍ୟା ଦେଖାଦେଇଥିଲା ତାହା ନିର୍ଣ୍ଣୟ କରାଯାଉଛି। ଯାଞ୍ଚ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ବିମାନକୁ ଗ୍ରାଉଣ୍ଡେଡ୍ କରାଯାଇଛି।
କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରର ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି ଯେ ବିମାନଟି ବର୍ତ୍ତମାନ କୋଲକାତା ବିମାନବନ୍ଦରରେ ଅଛି ଏବଂ ଯାଞ୍ଚ କରାଯାଉଛି। ରିପୋର୍ଟ ଅନୁଯାୟୀ ତୁର୍କୀସ୍ ଏୟାରଲାଇନ୍ସ ବିମାନଟିର ଇଞ୍ଜିନରେ ସ୍ପାର୍କିଂ ଦେଖାଯିବାରୁ କୋଲକାତା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତୁର୍କୀସ୍ ଏୟାରଲାଇନ୍ସର ଫ୍ଲାଇଟ୍ ୭୨୭ କାଠମାଣ୍ଡୁରୁ ଇସ୍ତାନବୁଲ ଅଭିମୁଖେ ଉଡ଼ାଣ ଭରୁଥିବା ବେଳେ ପାଇଲଟ୍ କୋଲକାତା ଉପରେ ଇଞ୍ଜିନରେ ସ୍ପାର୍କିଂ ଦେଖିଥିଲେ । ପାଇଲଟ୍ ତୁରନ୍ତ କୋଲକାତା ATC ସହିତ ଯୋଗାଯୋଗ କରିଥିଲେ ଏବଂ ସବୁଜ ସଙ୍କେତ ପାଇବା ପରେ ଜରୁରୀକାଳୀନ ଅବତରଣ କରିଥିଲେ । ବିମାନଟି ବର୍ତ୍ତମାନ ମରାମତି କାର୍ଯ୍ୟରେ ଅଛି ଏବଂ ଯାତ୍ରୀମାନେ ଅପେକ୍ଷା କରିଛନ୍ତି।
ଏହାସହ ପଢ଼ନ୍ତୁ: ଅଜିତ୍ ପାଓ୍ୱାରଙ୍କ ଶେଷ କଲ୍ ରେକର୍ଡ, ଭଣଜାକୁ ଏମିତି କହିଥିଲେ କିଛି...
ପ୍ରଥମ ଥର ସାମ୍ନାକୁ ଆସିଲା ଅଜିତ୍ ପାଓ୍ୱାରଙ୍କ ମୃତ୍ୟୁ ପୂର୍ବରୁ ଶେଷ କଲ୍ ରେକର୍ଡ। ପ୍ଲାନ କ୍ରାସ ପୂର୍ବରୁ କାହାକୁ କଲ କରିଥିଲେ ଅଜିତ ପାଓ୍ୱାର ,ବଂ କଣ କହିଥିଲା ତାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଜାନୁଆରୀ ୨୮ ତାରିଖ ବୁଧବାର ଦିନ ମହାରାଷ୍ଟ୍ରର ବାରାମତିରେ ଏକ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ର ମୁଖ୍ୟ ଥିଲେ। ଅଜିତଙ୍କ ମୃତ୍ୟୁ ପରେ ଦେଶରେ ଅନେକ କିଛି ଖବର ସାମ୍ନାକୁ ଆସିଥିଲା। କେମିତି ଏହା ହେଲା, କାହିଁକି ହେଲା ବିମାନର ଯାଞ୍ଚ କରାଯାଇଥିଲା ନା ନାହିଁ ଏମିତି ଅନେକ ପ୍ରଶ୍ନ। ହେଲେ ଅଜିତଙ୍କ ଶେଷ ଫୋନ୍ କଲ୍ ର ଏକ ଅଡିଓ କ୍ଲିପ୍ ଏବେ ଭାଇରାଲ୍ ହେଉଥିବା ଚର୍ଚ୍ଚା ହେଉଛି।
ସମାଜର ପ୍ରତ୍ୟେକ ବର୍ଗକୁ ଏକତ୍ର କରିବା ପାଇଁ ତାଙ୍କର ଦୃଷ୍ଟିକୋଣ ଏବଂ ପ୍ରତିବଦ୍ଧତା ଶେଷ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଥିଲା। ଏହି କଥାବାର୍ତ୍ତାରେ ଏହା ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଛି। ହେଲେ ଆମେ ଏଠାରେ ସେହି ଅଡିଓ ସେୟାର କରିପାରିବୁ ନାହିଁ। କିନ୍ତୁ ଏହି ଅଡିଓରେ ଅଜିତ୍ ପ୍ରତ୍ୟେକ ଜାତିକୁ ସାଙ୍ଗରେ ନେଇ ଚାଲିବା କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Related Topics
Explore more stories