Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୋଲକାତା ଲଜ୍ଜା: ଆଜି ସଞ୍ଜୟ ରାୟଙ୍କ ସହ ୬ଜଣଙ୍କର ହେବ ପଲିଗ୍ରାଫ ଟେଷ୍ଟ

Ritu Das
Browse all articles by Ritu Das
·1 year ago
କୋଲକାତା ଲଜ୍ଜା: ଆଜି ସଞ୍ଜୟ ରାୟଙ୍କ ସହ ୬ଜଣଙ୍କର ହେବ ପଲିଗ୍ରାଫ ଟେଷ୍ଟ

ଅର୍ଗସ ବ୍ୟୁରୋ: କୋଲକାତା ଡାକ୍ତର ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣା । ଆଜି ଅଭିଯୁକ୍ତ ସଂଜୟ ରାୟଙ୍କ ସହ 6 ଜଣଙ୍କ ହେବ ପଲିଗ୍ରାଫ ଟେଷ୍ଟ । ପ୍ରଥମେ ଅଭିଯୁକ୍ତ ସଞ୍ଜୟ ରାୟ, ଦ୍ବିତୀୟରେ କଲେଜର ପୂର୍ବତନ ପ୍ରିନ୍ସିପାଲ୍ ସନ୍ଦୀପ ଘୋଷ, 4 ଜୁନିୟର ଡାକ୍ତରଙ୍କ ସହ ସଞ୍ଜୟର ଜଣେ ବନ୍ଧୁଙ୍କ ପଲିଗ୍ରାଫ ଟେଷ୍ଟ ହେବ। ସେପଟେ ପୂର୍ବତନ ପ୍ରିନ୍ସପାଲ୍ ସନ୍ଦୀପ ଘୋଷଙ୍କ ଘରେ ସିବିଆଇ ରେଡ୍। 

କୋଲକାତା ସ୍ଥିତ ବେଲଘାଟରେ ଥିବା ସନ୍ଦୀପଙ୍କ ଘରେ ଚଢାଉ ଜାରି ରଖିଛି ସିବିଆଇ । ମେଡିକାଲ କଲେଜରେ ଅର୍ଥନୈତିକ ହେରଫେର ଅଭିଯୋଗରେ ଗତକାଲି ଆଣ୍ଟି କରପ୍‌ସନ ୱିଙ୍ଗ ମାମଲା ଦାୟର କରିଥିଲା। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kolkata Shame: | Argus News