PM କିଷାନ ପାଇଁ ବଡ଼ ସୁଯୋଗ , KYC ଅବଧିକୁ ୬ ମାସ ବୃଦ୍ଧି
·10 months ago·1 min read

Key Points
ପିଏମ କିଷାନରୁ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କ ପାଇଁ ବଡ଼ ଖବର
PM କିଷାନରେ ସାମିଲ ହେବାକୁ ସରକାର ଦେଲେ ବଡ଼ ସୁଯୋଗ
ଆଉ 6 ମାସ KYC ଅବଧି ବଢ଼ାଇଲେ ସରକାର
8 ସେପ୍ଟେମ୍ବରରୁ ଆଉ 6 ମାସ ବୃଦ୍ଧି ହେଲା ସମୟସୀମା
ପିଏମ କିଷାନରୁ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କ ପାଇଁ ବଡ଼ ଖବର । ସାମିଲ ହେବାକୁ ସରକାର ଦେଲେ ବଡ଼ ସୁଯୋଗ । KYC ଅବଧିକୁ ଆଉ 6 ମାସ ବଢ଼ାଇଲେ ସରକାର । 8 ସେପ୍ଟେମ୍ବରରୁ ଆଉ 6 ମାସ ବୃଦ୍ଧି ହେଲା ସମୟସୀମା। ସିଏମ କିଷାନ ପାଉଥିବା ହିତାଧିକାରୀ ପିଏମ କିଷାନରେ KYC ଅପଡେଟ କରି ସାମିଲ ହୋଇପାରିବେ।
ଏବେ ସିଏମ କିଷାନରେ 51 ଲକ୍ଷ 54 ହଜାର ହିତାଧିକାରୀ ଥିବା ବେଳେ ପିଏମ କିଷାନରେ 34 ଲକ୍ଷ 85 ହଜାର ହିତାଧିକାରୀ ସାମିଲ ଅଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଅଧିକ 6 ଲକ୍ଷ ହିତାଧିକାରୀ ପିଏମ କିଷାନରେ ସାମିଲ କରିଛନ୍ତି ନୂଆ ସରକାର । ଅଧିକ ଚାଷୀଙ୍କୁ ଯୋଡିବାକୁ ସରକାର କରୁଛନ୍ତି ସ୍ପେଶାଲ୍ ଡ୍ରାଇଭ୍।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: