Videos
|
National

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ଲାଲକୃଷ୍ଣ ଆଡ଼ଭାନୀ 

Manini Pattanayak
Browse all articles by Manini Pattanayak
·2 years ago
ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ଲାଲକୃଷ୍ଣ ଆଡ଼ଭାନୀ 

ନୂଆଦିଲ୍ଲୀ:  ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ।  ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଆଲୋକ କୁମାର କହିଛନ୍ତି ଯେ ଆଡ଼ଭାନୀ ରାମ ମନ୍ଦିର ସମାରୋହରେ ଯୋଗଦେବା ନିଶ୍ଚିତ। ତେବେ ସ୍ବାସ୍ଥ୍ୟଗତ କାରଣରୁ ସେ କମ୍‌ ସମୟ ପାଇଁ ସାମିଲ ହୋଇପାରନ୍ତି ।

ସେହିପରି ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ମିଳିଛି ଆମନ୍ତ୍ରଣ। ଜାନୁଆରୀ 22 ରେ ସେ ଏହି ମହା ସମାରୋହରେ ସାମିଲ ହେବେ । 

 ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ram temple opening ayodhya lal krishna advani on 22 january | Argus News