Videos
|
National

 ଖରାପ ପାଗ ଯୋଗୁ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି  ଲାଲକୃଷ୍ଣ  ଆଡଭାଣୀ

Manini Pattanayak
Browse all articles by Manini Pattanayak
·2 years ago
 ଖରାପ ପାଗ ଯୋଗୁ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି  ଲାଲକୃଷ୍ଣ  ଆଡଭାଣୀ

ନୂଆଦିଲ୍ଲୀ: ଆଜି  ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା।  କିନ୍ତୁ ଉତ୍ସବରେ ଯୋଗ ଦେବେ ନାହିଁ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ  ଆଡଭାଣୀ। ଖରାପ ପାଗ ଯୋଗୁଁ ପ୍ରାଣ ପ୍ରତିଷ୍ଠାରେ ଯୋଗଦେଇ ପାରିବେନି  ଆଡଭାଣୀ।  ୯୬ ବର୍ଷିୟ ଆଡଭାଣୀଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି  ଏପରି ନିଷ୍ପତ୍ତି ନିଆଯାଇଛି।  

ଅଧିକ ପଢନ୍ତୁ : ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ଲାଲକୃଷ୍ଣ ଆଡ଼ଭାନୀ

ଏଠି କହିରଖୁଛୁ ଯେ,  ଆରଏସଏସର କୃଷ୍ଣ ଗୋପାଳ, ରାମ ଲାଲ ଏବଂ ଆଲୋକ କୁମାର  ଆଡଭାଣୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ପ୍ରାଣ ପ୍ରତିଷ୍ଠାକୁ ନିମନ୍ତ୍ରିତ କରିଥିଲେ।  କିନ୍ତୁ  ଶୀତର ପ୍ରକୋପ  ଏବଂ  ବର୍ଷା ହେଉଥିବା ଯୋଗୁ ଆଡଭାଣୀ ପ୍ରାଣ ପ୍ରତିଷ୍ଠାରେ ଉପସ୍ଥିତ ରହିବେ ନାହିଁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: