Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାତ୍ୟା ଫେଙ୍ଗଲର ଲ୍ୟାଣ୍ଡଫଲ୍

Rashmita Mishra
Browse all articles by Rashmita Mishra
·1 year ago
ବାତ୍ୟା ଫେଙ୍ଗଲର ଲ୍ୟାଣ୍ଡଫଲ୍

ଅର୍ଗସ ବ୍ୟୁରୋ: ତାମିଲନାଡୁ ଉପକୂଳରେ ବାତ୍ୟା ଫେଙ୍ଗଲର ଲ୍ୟାଣ୍ଡଫଲ୍ । ଫେଙ୍ଗଲ ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା । ବିଭିନ୍ନ ସ୍ଥାନରେ ଦୁଇରୁ ତିନିଫୁଟ ପର୍ଯ୍ୟନ୍ତ ପାଣି ଲହଡି ମାରୁଛି । ବିମାନ ଓ ଟ୍ରେନ୍ ସେବା ପ୍ରଭାବିତ ହୋଇଛି । ବାତ୍ୟା ପାଇଁ ତାମିଲନାଡୁରେ ହାଇଆଲର୍ଟ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Landfall of Typhoon Fengler | Argus News