Videos
|
National

ସଂକ୍ଷେପରେ ପଢନ୍ତୁ ଏବେର ତାଜା ଖବର...

Smruti Parija
Browse all articles by Smruti Parija
·2 years ago·2 min read
ସଂକ୍ଷେପରେ ପଢନ୍ତୁ ଏବେର ତାଜା ଖବର...

ଆଜି ପବିତ୍ର ବାହୁଡା ଯାତ୍ରା...ନଅଦିନର ଲୀଳା ଖେଳା ସାରି ବାହୁଡିବେ ମହାପ୍ରଭୁ...ଶରଧାବାଲିରେ ପ୍ରସ୍ତୁତ ରହିଛି ତିନି ରଥ ...ବାହୁଡ଼ା ଯାତ୍ରା ପାଇଁ ଜନ ସମୁଦ୍ର ବଡ଼ଦାଣ୍ଡ

ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ହେବ...ବାହୁଡ଼ା ପହଣ୍ଡି ଶେଷ ହେବା ପରେ ସାଢ଼େ ୨ଟାରୁ ସାଢ଼େ ୩ ମଧ୍ୟରେ ଛେରାପହଁରା ନୀତି... ଏହାପରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ...ଅପରାହ୍ନ ୪ଟାରେ ରଥଟଣା ପାଇଁ ସମୟ ଧାର୍ଯ୍ୟ ହୋଇଛି

ପୁରୀରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି...ରଥ ଉପରକୁ ମୋବାଇଲ୍ କଟକଣା କଡାକଡି ହୋଇଛି ବୋଲି କହିଛନ୍ତି ଏଡିଜି ସଞ୍ଜୟ କୁମାର 

ରତ୍ନଭଣ୍ଡାର ଖୋଲିବାକୁ ନେଇ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...ଦୀର୍ଘ ୪୬ ବର୍ଷ ପରେ ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର...ସରକାରଙ୍କ ପଦକ୍ଷେପକୁ ଓଡିଶାବାସୀ ସମର୍ଥନ ଜଣାଇଥିବାରୁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅପହରଣ ହୋଇଥିବା ମିଲ ମାଲିକ ୪୮ ଘଣ୍ଟା ପରେ ଉଦ୍ଧାର...କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ପେରାହାଣ୍ଡି ଠାରେ ଅପହରଣ ହୋଇଥିଲେ ଏ.ରମେଶ ପାତ୍ର...ଅପହରଣକାରୀ ମାଗିଥିଲେ ୭୦ ଲକ୍ଷ 

ବାରିପଦା ସାଇ ହସ୍ପିଟାଲ ନାମକ ଏଟ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ...ଇଲେକ୍ଟ୍ରିକ ସଟସର୍କିଟରୁ ନିଆଁ ଲାଗିଥିବା ନେଇ ଅନୁମାନ...ନିକଟରେ କଟକର ଏକ ଘରୋଇ ହସ୍ପିଟାଲରେ ଲାଗିଥିଲା ନିଆଁ

ଆଜି ପୁଣି ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ଦିନ ୧୧ ଟାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ହେବ 

ସୋସିଆଲ୍ ମିଡିଆରେ ମୋଦୀଙ୍କ ନୂଆ ରେକର୍ଡ । ‘ଏକ୍ସ’ ରେ ୧୦୦ ମିଲିୟନ୍ ବା ୧୦ କୋଟି ଛୁଇଁଲା ଫଲୋଅର୍ସଙ୍କ ସଂଖ୍ୟା , ପଛରେ ପଡ଼ିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ଜୁଲାଇ 15 ବିଶ୍ୱ ଯୁବ ଦକ୍ଷତା ଦିବସ...ଯୁବକମାନଙ୍କୁ ସଶକ୍ତ କରିବା ଏବଂ ଉତ୍ତମ ଭବିଷ୍ୟତ ଗଢିବା ପାଇଁ ଆବଶ୍ୟକ ବ୍ୟବସ୍ଥା ରହିବା ଦରକାର...ଯୁବ ଦକ୍ଷତା ଦିବସ ପାଳନ ଏହାର ଲକ୍ଷ୍ୟ

ଟ୍ରମ୍ପଙ୍କୁ ବଞ୍ଚାଇଦେଲେ ଜଗନ୍ନାଥ...ମୃତ୍ୟୁର ଅତି ପାଖରୁ ବର୍ତ୍ତିଯାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...ମହାପ୍ରଭୁ ଜଗନ୍ନାଥଙ୍କୁ ବଞ୍ଚାଇଦେଇଥିବା ଗଣମାଧ୍ୟମରେ ଚର୍ଚ୍ଚା


 

latest-news-of-this-hour | Argus News