Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ଲିଜେଣ୍ଡ କ୍ରିକେଟ ଲିଗ୍‌: କୋଣାର୍କ ସୂର୍ଯ୍ୟାସକୁ ଭେଟିବ ଇଣ୍ଡିଆ କ୍ୟାପିଟାଲସ 

Manini Pattanayak
Browse all articles by Manini Pattanayak
·1 year ago·1 min read
ଆଜି ଲିଜେଣ୍ଡ କ୍ରିକେଟ ଲିଗ୍‌: କୋଣାର୍କ ସୂର୍ଯ୍ୟାସକୁ ଭେଟିବ ଇଣ୍ଡିଆ କ୍ୟାପିଟାଲସ 

 ଭୁବନେଶ୍ୱର: ଆଜି ଲିଜେଣ୍ଡ କ୍ରିକେଟ ଲିଗରେ କୋଣାର୍କ ସୂର୍ଯ୍ୟାସକୁ ଭେଟିବ ଇଣ୍ଡିଆ କ୍ୟାପିଟାଲସ । ଜାମୁର ମୌଲାନା ଆଜାଦ ଷ୍ଟାଡିୟମରେ ଦେଖିବାକୁ ମିଳୁଛି  ରୋମାଞ୍ଚକର ମ୍ୟାଚ । ଏଥିପାଇଁ ଦର୍ଶକଙ୍କ ପ୍ରବଳ ଭିଡ ହୋଇଛି । ଏହି ମ୍ୟାଚ ପାଇଁ କୋଣାର୍କ ସୂର୍ଯ୍ୟାସ କ୍ୟାପଟେନ୍ ଇରଫାନ୍ ପଠାନ୍ ସ୍ବତନ୍ତ୍ର ରଣନୀତି କରିଛନ୍ତି । ତାଙ୍କୁ ଟକ୍କର ଦେବାକୁ ଇଣ୍ଡିଆ କ୍ୟାପିଟାଲସର ଅଧିନାୟକ ୟନ୍ ବେଲ୍ ପୁରା ପ୍ରସ୍ତୁତ । ଉଭୟ ଟିମ୍ ଏ ପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳିଛନ୍ତି ।

ଦୁଇଟି ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି । ପଏଣ୍ଟ ଟେବୁଲରେ ଇଣ୍ଡିଆ କ୍ୟାପିଟାଲସ ଦ୍ବିତୀୟ ସ୍ଥାନରେ ଥିବା ବେଳେ କୋଣାର୍କ ସୂର୍ଯ୍ୟାସ୍ ତୃତୀୟ ସ୍ଥାନରେ ରହିଛି ।  ଯଦି କହିବା ପଏଣ୍ଟ ଟେବୁଲରେ ଇଣ୍ଡିଆ କ୍ୟାପିଟାଲସ ଦ୍ୱତୀୟ ସ୍ଥାନରେ ରହିଥିଲାବେଳେ, କୋଣାର୍କ ସୂରିୟସ ଓଡିଶା ତୃତୀୟ ସ୍ଥାନକୁ ଖସିଯାଇଛି ରନରେଟ ହିସାବରେ ଇଣ୍ଡିଆ କ୍ୟାପିଟାଲସ ଆଗରେ ଅଛି । 

ଅଧିକ ପଢନ୍ତୁ କ୍ରୀଡା କବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Legends Cricket League today: Konark Suryas vs India Capitals | Argus News