Videos
|
National

ସ୍ଥଳସେନାର ମୁଖ୍ୟ ଭବେ ଦାୟିତ୍ଵ ନେଲେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ 

Smruti Parija
Browse all articles by Smruti Parija
·2 years ago
ସ୍ଥଳସେନାର ମୁଖ୍ୟ ଭବେ ଦାୟିତ୍ଵ ନେଲେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ 

ଅର୍ଗସ ବ୍ୟୁରୋ: ସ୍ଥଳସେନାର ମୁଖ୍ୟ ଭବେ ଦାୟିତ୍ଵ ଗ୍ରହଣ କଲେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ସ୍ଥଳସେନାର ଉପମୁଖ୍ୟ ଥିବା ଉପେନ୍ଦ୍ର ଦ୍ୱିବେଦୀଙ୍କୁ ନୂଆ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲେ ସରକାର । ଆଜି ପୂର୍ବତନ ସେନା ମୁଖ୍ୟ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ତାଙ୍କ ସ୍ଥାନ ନେଇଛନ୍ତି ଉପେନ୍ଦ୍ର । 

୧୯୮୪ରେ ସେ ଜମ୍ମୁ ଓ କଶ୍ମୀର ରାଇଫଲରେ ଚାକିରି ଆରମ୍ଭ କରିଥିଲେ । ଜେନେରାଲ ମନୋଜ ପାଣ୍ଡେ ଦେଶର ୨୯ତମ ସ୍ଥଳ ସେନା ମୁଖ୍ୟ ଥିବାବେଳେ 30 ତମ ସ୍ଥଳ ସେନା ମୁଖ୍ୟ ହୋଇଛନ୍ତି ଉପେନ୍ଦ୍ର ଦ୍ୱିବେଦୀ । 

ଆହୁରି ପଢନ୍ତୁ ଭାରତ ଖବର...
 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: