Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏହି ସହରରେ ଗୋଟିଏ ସପ୍ତାହ ମଦ ବିକ୍ରି ବନ୍ଦ 

Manini Pattanayak
Browse all articles by Manini Pattanayak
·2 years ago
ଏହି ସହରରେ ଗୋଟିଏ ସପ୍ତାହ ମଦ ବିକ୍ରି ବନ୍ଦ 

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଗୋଟିଏ ସପ୍ତାହ ପାଇଁ  ମଦ ବ୍ୟାନ।  ବିଧାନସଭା ନିର୍ବାଚନ  ଏବଂ ଲୋକସଭା ନିର୍ବାଚନ ର ଭୋଟ ଗଣନା କୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।  ଏହି ସମୟରେ  ସହରର ସମସ୍ତ  ମଦ ଦୋକାନ  ବନ୍ଦ ରହିବ ।

କିନ୍ତୁ ପବ୍‌ ଏବଂ ବାର୍‌ ଖୋଲା ରହିବ ।  ପବ୍‌ ଏବଂ ବାର୍‌ ରେ କେବଳ ସପ୍ଟ ଡ୍ରିଙ୍କ ଏବଂ  ଭୋଜନ  ପରସାଯିବ। ସାଧରଣ ନିର୍ବାଚନର ଗଣତି ଏବଂ  ଫଳାଫଳ  ୪ ଜୁନ୍‌ରେ ଆସିବ।   

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
liquor sales in bengaluru will be prohibited from june 1 to june 6 | Argus News