Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗ୍ଲୋବାଲ ଫୁଡ ରେଗୁଲେଟର୍ସ ସମିଟ 2024ର ଲୋଗୋ ଉନ୍ମୋଚିତ 

Smruti Parija
Browse all articles by Smruti Parija
·1 year ago
ଗ୍ଲୋବାଲ ଫୁଡ ରେଗୁଲେଟର୍ସ ସମିଟ 2024ର ଲୋଗୋ ଉନ୍ମୋଚିତ 

ଅର୍ଗସ ବ୍ୟୁରୋ: ଗ୍ଲୋବାଲ ଫୁଡ ରେଗୁଲେଟର୍ସ ସମିଟ 2024 ର ଲୋଗୋ ଉନ୍ମୋଚନ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଆସନ୍ତା 20 ତାରିଖରେ ନୂଆଦିଲ୍ଲୀରେ ଭାରତ ସରକାରଙ୍କ ପକ୍ଷରୁ ଦୁଇ ଦିନିଆ ୱାଲ୍ଡ ଫୁଡ ଇଭେଣ୍ଟ ଆୟୋଜନ କରାଯାଇଛି। ଖାଦ୍ୟ ମାନ ପରୀକ୍ଷା ଏବଂ ଖାଦ୍ୟ ସୁରକ୍ଷାକୁ ନେଇ ବିଶ୍ବସ୍ତରରେ ମାନକ ନିର୍ଦ୍ଧାରଣ ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି । 

2023 ରେ ଭାରତ G20 ଶିକଖର ସମ୍ମିଳନୀ ଆୟୋଜନ କରିଥିବାବେଳେ GFRSର ପ୍ରଥମ ସଂସ୍କରଣକୁ ଆରମ୍ଭ ହୋଇଥିଲା । ଏହି ପ୍ଲାଟଫର୍ମରେ ବିଭିନ୍ନ ଦେଶରେ ଖାଦ୍ୟମାନ ନିର୍ଦ୍ଧାରଣ ପାଇଁ ଥିବା ବ୍ୟବସ୍ଥାଗତ ସୂଚନାର ଆଦାନପ୍ରଦାନ ହୋଇଥାଏ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Logo of Global Food Regulators Summit 2024 unveiled | Argus News