Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଲୋକସଭା ସ୍ଥଗିତ

National

ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଲୋକସଭା ସ୍ଥଗିତ

Smruti Parija
Browse all articles by Smruti Parija
·1 year ago
ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଲୋକସଭା ସ୍ଥଗିତ

ଅର୍ଗସ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନ କାଲି ଯାଏ ସ୍ଥଗିତ । ଆଜି ପୁଣି ଥରେ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଲୋକସଭା ସ୍ଥଗିତ ହୋଇଛି । ବିରୋଧୀ ସଦସ୍ୟମାନେ ଆଦାନୀ ପ୍ରସଙ୍ଗ ଏବଂ ମଣିପୁର ପରିସ୍ଥିତିକୁ ବିରୋଧ କରି ନିଜର ବିରୋଧ ଜାରି ରଖିଥିଲେ । ଏକ ସପ୍ତାହ ଧରି ସଂସଦରେ ବିରୋଧୀଙ୍କ ଏପରି ବିଶୃଂଖଳା କାରଣରୁ ସଂସଦରେ କୈାଣସି କାର୍ଯ୍ୟ ହୋଇପାରିନାହିଁ । ଆଜି ପୁନର୍ବାର ସଂସଦ କାର୍ଯ୍ୟ ଆରମ୍ଭରୁ ବିରୋଧୀ ବିଶୃଂଖଳା ସୃଷ୍ଟି କରିବା କାରଣରୁ ଲୋକସଭା ବାଚସ୍ପତି ଗୃହ କାର୍ଯ୍ୟକୁ ୩ ଡିସେମ୍ବର ଯାଏଁ ମୁଲତବି କରିଛନ୍ତି । 
 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
loksabha-adjourned-till-tomorrow | Argus News