Videos
|
National

ପୂର୍ବତନ ସାଂସଦ ମହୁଆ ମୋଇତ୍ରାଙ୍କ ଘରେ ପସିଲା ସିବିଆଇ

Manini Pattanayak
Browse all articles by Manini Pattanayak
·2 years ago
ପୂର୍ବତନ ସାଂସଦ ମହୁଆ ମୋଇତ୍ରାଙ୍କ ଘରେ ପସିଲା ସିବିଆଇ

 ନୂଆଦିଲ୍ଲୀ:  ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ମହୁଆ ମୋଇତ୍ରାଙ୍କ ଘରେ ପସିଲା ସିବିଆଇ। ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲା ସିବିଆଇ ତାଙ୍କ ଘରେ ଆଜି ଚଢ଼ାଉ କରିଛି। ମହୁଆଙ୍କ କୋଲକାତା ସ୍ଥିତ ଘର ସମେତ ଅନେକ ଠିକଣା ଉପରେ ଏକକାଳୀନ ରେଡ୍‌ କରିଛି ସିବିଆଇ।

ସିବିଆଇ ଗୁରୁବାର ଦିନ ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଏହାପରେ ଆଜି ତାଙ୍କର ଘର ସମେତ ଅନେକ ଠିକଣା ଉପରେ ରେଡ୍‌ କରିଛି।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: