Videos
|
National

ପାଟନାରେ ମେଟ୍ରୋ ଟନେଲ୍ କାମ ବେଳେ ବଡ ଦୁର୍ଘଟଣା,୨ ଓଡ଼ିଆ ଶ୍ରମିକ ମୃତ 

Sangram Tripathy
Browse all articles by Sangram Tripathy
·1 year ago
ପାଟନାରେ ମେଟ୍ରୋ ଟନେଲ୍ କାମ ବେଳେ ବଡ ଦୁର୍ଘଟଣା,୨ ଓଡ଼ିଆ ଶ୍ରମିକ ମୃତ 

ଅର୍ଗସ ବ୍ୟୁରୋ: ପାଟନାରେ ମେଟ୍ରୋ ଟନେଲ କାମ ବେଳେ ବଡ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ ଓଡିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି ୬ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ମେଟ୍ରା ଟନେଲ କାମ ଚାଲିଥିବା ବେଳେ ମେସିନରେ ତ୍ରୁଟି ଦେଖାଦେଇଥିଲା । ଓଡିଆ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଶ୍ରମମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । ଖୁବଶୀଘ୍ର ବିହାର ସରକାରଙ୍କ ସହ ଆଲୋଚନା କରାଯିବା ସହ ମୃତାହତଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଶ୍ରମମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ କହିଛନ୍ତି 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Major accident during metro tunnel work in Patna, 2 orthodox workers died | Argus News