ସୀମାରେ ସ୍ଥିତିରେ ସାମାନ୍ୟ ସୁଧାର ପରେ ଷ୍ଟକ୍ ମାର୍କେଟରେ ବଡ ପ୍ରଭାବ
·1 year ago

ସୀମାରେ ସ୍ଥିତିରେ ସାମାନ୍ୟ ସୁଧାର ହେବା ପରେ ଏହାର ପ୍ରଭାବ ଷ୍ଟକ୍ ମାର୍କେଟ ଉପରେ ପଡିଛି । ବମ୍ବେ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ ୮୦, ୭୫୪ ପଏଣ୍ଟରେ ପହଞ୍ଚିଛି । ଆଜି କାରବାର ଆରମ୍ଭରୁ ବମ୍ବେ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ ୧୩ଶହ ଏପଣ୍ଟ ବଢିଛି । ନିଫଟି ୪୧୨ ପଏଣ୍ଟ ବୃଦ୍ଧି ପାଇ ୨୪, ୪୨୦ ପଏଣ୍ଟରେ ପହଞ୍ଚିଛି ।
ପହଲଗାମ୍ ଆତଙ୍କୀ ଆକ୍ରମଣ ପରଠାରୁ ସେନସେକ୍ସ କାରବାରରେ ଅସ୍ଥିରତା ଦେଖାଦେଇଥିଲା । ଯୁଦ୍ଧ ଆଶଙ୍କାର ଷ୍ଟକ୍ ମାର୍କେଟରେ କାରବାର ହ୍ରାସ ପାଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: