Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଶାଖାପାଟଣାରେ ମାଲାବାର ବହୁଦେଶୀୟ ନୌସେନାଭ୍ୟାସ ଜାରି

Banajyotshna Ray
Browse all articles by Banajyotshna Ray
·1 year ago
ବିଶାଖାପାଟଣାରେ ମାଲାବାର ବହୁଦେଶୀୟ ନୌସେନାଭ୍ୟାସ ଜାରି

ଅର୍ଗସ ବ୍ୟୁରୋ:  ବିଶାଖାପାଟଣାରେ ମାଲାବାର ବହୁଦେଶୀୟ ନୌସେନାଭ୍ୟାସ ଜାରି। ମିଳିତ ସମରାଭ୍ୟାସରେ ଭାରତ ନୌସେନା ସହ ଜାପାନ, ଆମେରିକା ଅଷ୍ଟ୍ରେଲିଆ ନୌସେନା ସାମିଲ ହୋଇଛନ୍ତି । ଇଷ୍ଟର୍ଣ୍ଣ ନେଭାଲ କମାଣ୍ଡ ପକ୍ଷରୁ ଗତ 9 ତାରିଖରୁ ଏହି ସମରାଭ୍ୟାସ ଆରମ୍ଭ ହୋଇଛି । ଇଣ୍ଡୋ-ପାସିଫିକ ଅଞ୍ଚଳକୁ ସୁରକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଏହି ମିଳିତ ସମରାଭ୍ୟାସ ହେଉଛି । ପାରସ୍ପରିକ ସହଯୋଗ, ପ୍ରଯୁକ୍ତି ବିଦ୍ୟାର ଉପଯୋଗ ସହ ପରସ୍ପରଠାରୁ ଯୁଦ୍ଧ କୌଶଳ ଶିକ୍ଷା କରୁଛନ୍ତି ଯବାନ ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Malabar Multinational Naval Exercise continues in Visakhapatnam | Argus News