Videos
|
National

କୋଲକାତା ଲଜ୍ଜା ଘଟଣାକୁ ନେଇ କାଠଗଡ଼ାରେ ମମତା ସରକାର

Banajyotshna Ray
Browse all articles by Banajyotshna Ray
·1 year ago
କୋଲକାତା ଲଜ୍ଜା ଘଟଣାକୁ ନେଇ କାଠଗଡ଼ାରେ ମମତା ସରକାର

ଅର୍ଗସ ବ୍ୟୁରୋ:  କୋଲକାତା ଲଜ୍ଜା ଘଟଣାକୁ ନେଇ କାଠଗଡ଼ାରେ ମମତା ସରକାର। ସମ୍ବେଦନଶୀଳ ଘଟଣାକୁ ନେଇ ମମତା ସରକାର ରାଜନୀତି କରୁଥିବା ଅଭିଯୋଗ ହୋଇଛି। ସେପଟେ ଏହି ବର୍ବରତା ଘଟିଥିବା ଆରଜି କର୍ ମେଡିକାଲରେ ଚାଲିଥିଲା କଣ ତାର ସତ ଖୋଲିଛନ୍ତି ଏଠି କାମ କରିସାରିଥିବା ଜଣେ ଡାକ୍ତର। ଡାକ୍ତର ଅକ୍ତର ଅଲ୍ଲୀ ଅର୍ଗସ ନ୍ୟୁଜକୁ ଦେଇଥିବା ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟାରେ କିଭଳି ଆରଜି କର ମେଡିକାଲରେ ଶବ ତସ୍କରୀ, ସରକାରୀ ମେଡ଼ିସିନ ବାଂଲାଦେଶକୁ ଚୋରା ଚାଲାଣ, ସହ ସେକ୍ସ ରାକେଟ ଭଳି ବିଭିନ୍ନ ରାକେଟ ସବୁ ଚାଲୁଥିଲା ତର ପର୍ଦ୍ଦାଫାସ୍ କରିଛନ୍ତି। ଆସନ୍ତୁ କୋଲକାତାରୁ ଶତରୂପା ସାମନ୍ତରାୟଙ୍କ ଏହି ରିପୋର୍ଟ ଉପରେ ନଜର ପକାଇବା।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mamata's government in Kolkata over the Kolkata scandal | Argus News