Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମଣିପୁରରେ ପୁଣି ହିଂସା, ଦୁଇ ଜଣ ସିଆରପିଏଫ୍ ଯବାନ ସହିଦ

Banajyotshna Ray
Browse all articles by Banajyotshna Ray
·2 years ago
ମଣିପୁରରେ ପୁଣି ହିଂସା, ଦୁଇ ଜଣ ସିଆରପିଏଫ୍ ଯବାନ ସହିଦ

ଅର୍ଗସ ବ୍ୟୁରୋ:  ମଣିପୁରରେ ପୁଣି ହିଂସା । ଉଗ୍ରବାଦୀଙ୍କ ଆକ୍ରମଣରେ ଦୁଇ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଉଗ୍ରବାଦୀ ମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଆକ୍ରମଣ କରିଥିଲେ । ସହିଦ ହୋଇଥିବା ଦୁଇ ଯବାନ ବିଷ୍ଣୁପୁର ଜିଲ୍ଲାର ନାରାଣସେନା ଅଂଚଳରେ ମୁତୟନ ହୋଇଥିଲେ । ଉଗ୍ରବାଦୀଙ୍କ ଆକ୍ରମଣରେ ଆଉ ଦୁଇଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏବେ କମ୍ବିଂ ଅପରେସନ ଜାରି ରହିଛି । 

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Manipur: Two police commandos killed | Argus News