Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁଣି ଫେରିଲା ମାସ୍କ, ଏୟାରପୋର୍ଟରେ ଚାଲିଛି କୋଭିଡ୍‌ ଟେଷ୍ଟ 

Manini Pattanayak
Browse all articles by Manini Pattanayak
·2 years ago
ପୁଣି ଫେରିଲା ମାସ୍କ, ଏୟାରପୋର୍ଟରେ ଚାଲିଛି କୋଭିଡ୍‌ ଟେଷ୍ଟ 

ନୂଆଦିଲ୍ଲୀ: ପୁଣି ଫେରିଲା ମାସ୍କ।  ପୁଣି କୋଭିଡ ଡର।  ସିଙ୍ଗାପୁରରେ  କରୋନା ର କମ୍‌ବ୍ୟାକ୍‌। ମାସ୍କ ପିନ୍ଧି ଚଳପ୍ରଚଳ କରୁଛନ୍ତି ଲୋକେ। କୋଭିଡ୍‌-୧୯ ସହ ଜଡିତ ନୂଆ ଭ୍ୟାରିୟଣ୍ଟ କାରଣରୁ ଶ୍ୱାସକ୍ରିୟା ସଂକ୍ରମଣ ତିବ୍ର ଭାବେ ବ୍ୟାପିବାରେ ଲାଗିଛି ।

 ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ  ପୁରୁଣା  ନିୟମ ପୁନର୍ବାର ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏୟାରପୋର୍ଟ ରେ ପୁଣି ମାସ୍କ ପିନ୍ଧିବାକୁ କୁହାଯାଉଥିବାଳେ  ଥଣ୍ଡା, ଜରର ପରୀକ୍ଷା କରାଯାଉଛି।  

 ଅଧିକ ପଢନ୍ତୁ ବିଦେଶ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
mask is back again singapore government implements preventive norms for travellers amid covid | Argus News