Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବଡ ଧରଣର ହେଲିକାପ୍ଟର ଦୁର୍ଘଟଣା , ୩ ମୃତ

Swoyang prajna Mishra
Browse all articles by Swoyang prajna Mishra
·1 year ago
ବଡ ଧରଣର ହେଲିକାପ୍ଟର ଦୁର୍ଘଟଣା , ୩ ମୃତ

ଅର୍ଗସ ବ୍ୟୁରୋ : ଗୁଜୁରାଟ ପୋରବନ୍ଦର ଏୟରପୋର୍ଟରେ ବଡ ଧରଣର ହେଲିକାପ୍ଟର ଦୁର୍ଘଟଣା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୋଷ୍ଟଗାର୍ଡର ALH ଧ୍ରୁବ ଦୁର୍ଘଟଣାଗ୍ରସ୍ତ ସୂଚନା ।


ନିୟମିତ ପ୍ରଶିକ୍ଷଣ ବେଳେ ଦୁର୍ଘଟଣାଗ୍ରସ୍ତ ସୂଚନା । ଦୁର୍ଘଟଣାର କାରଣ ଜାଣିବା ପାଇଁ ଦୁର୍ଘଟଣାସ୍ଥଳରେ ଅନୁସନ୍ଧାନକାରୀଙ୍କୁ ନିୟୋଜିତ କରାଯାଇଛି। ଭାରତୀୟ କୋଷ୍ଟଗାର୍ଡ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ଏଠାରେ ପୁନରୁଦ୍ଧାର କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Massive helicopter crash, 3 dead | Argus News