|
logo
Live

Argus News - ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଉତ୍ସାହ 

National

ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଉତ୍ସାହ 

Manini Pattanayak
Browse all articles by Manini Pattanayak
·2 years ago
ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଉତ୍ସାହ 

ନୂଆଦିଲ୍ଲୀ:  ରାମ ମନ୍ଦିର ଲୋକାର୍ପଣ ଉତ୍ସବ ପାଇଁ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଉତ୍ସାହ ଦେଖାଦେଇଛି। ଏହି କ୍ରମରେ ମରିସସ୍ ସରକାର ଜାନୁଆରୀ ୨୨ ଦିନ  ଛୁଟି ଘୋଷଣା କରିଛନ୍ତି। ଦେଶର ହିନ୍ଦୁ କର୍ମଚାରୀଙ୍କ ପାଇଁ ଏହି ଦିନ ୨ଘଣ୍ଟା ବିଶେଷ ଅବକାଶ ରଖିବା ନେଇ ସେ ଘୋଷଣା କରିଛନ୍ତି।

ଯାହାଦ୍ୱାରା ସେମାନେ ରାମ ମନ୍ଦିର ଲୋକାର୍ପଣକୁ ଦେଖିପାରିବେ। ସେହିପରି ଥାଇଲାଣ୍ଡ ଏବଂ ଅନେକ ଦକ୍ଷିଣ-ପୂର୍ବ ଏସିଆର ଦେଶ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଦେଖିବ ପାଇଁ ଉତ୍ସାହିତ ଅଛନ୍ତି। 

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଉତ୍ସାହ  | Argus News