Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁଞ୍ଚ୍‌ରେ IAF କନ୍‌ଭଏ ଉପରେ ଆତଙ୍କବାଦୀ ହମ୍‌ଲା

Banajyotshna Ray
Browse all articles by Banajyotshna Ray
·2 years ago
ପୁଞ୍ଚ୍‌ରେ IAF କନ୍‌ଭଏ ଉପରେ ଆତଙ୍କବାଦୀ ହମ୍‌ଲା

ଅର୍ଗସ ବ୍ୟୁରୋ:  ଜାମ୍ମୁ କାଶ୍ମୀର ପୁଞ୍ଚ୍‌ରେ IAF କନ୍‌ଭଏ ଉପରେ ଆତଙ୍କବାଦୀ ହମଲା ହୋଇଛି। ଆତଙ୍କୀ ହମ୍‌ଲାରେ ଯବାନ ଗୁରୁତର ହୋଇଥିବା ସୂଚନା ରହିଛି।ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍‌ ପକ୍ଷରୁ କର୍ଡନ କରି ଜୋରଦାର ତଲାସୀ। ଏହି ଆକ୍ରମଣରେ ଅନେକ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ସୁରନକୋଟର ସନାଇ ଗାଁରେ ହୋଇଛି । ଭାରତୀୟ ସେନା ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି । 

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Military personnel injured after Indian Air Force convoy attacked by terrorists in Poonch | Argus News