ଜୁନ୍ ୮ରେ ଶପଥ ନେଇପାରନ୍ତି ମୋଦି
·1 year ago

ନୂଆଦିଲ୍ଲୀ: ଜୁନ୍ ୮ରେ ଶପଥ ନେଇପାରନ୍ତି ମୋଦି । ୮ ତାରିଖ ସନ୍ଧ୍ୟାରେ ହୋଇପାରେ ଶପଥ ଗ୍ରହଣ ଉତ୍ସବ । ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା।
ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି । 292 ଟି ଆସନ ଅକ୍ତିଆର କରିବାରେ ସଫଳ ହୋଇଛି ଏନଡିଏ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: