Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦେଶର 80 କୋଟି ଉପଭୋକ୍ତା ହେବେ ଉପକୃତ 

Manini Pattanayak
Browse all articles by Manini Pattanayak
·2 years ago
ଦେଶର 80 କୋଟି ଉପଭୋକ୍ତା ହେବେ ଉପକୃତ 

ନୂଆଦିଲ୍ଲୀ: ଗରିବଙ୍କୁ ମୋଦି ଆହାର। ଦେଶବ୍ୟାପୀ ହିତାଧିକାରୀଙ୍କୁ ଆଉ 5 ବର୍ଷ ମିଳିବ ମାଗଣା ରାସନ।  ଛତିଶଗଡ଼ରେ ଏକ ନିର୍ବାଚନୀ ରାଲିରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଦ୍ବାରା ଦେଶର 80 କୋଟି ଉପଭୋକ୍ତା ଉପକୃତ ହେବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ମୋର କେହି ବି ପରିବାର ଲୋକ ଯେମିତି ଭୋକରେ ନ ଶୋଇବେ ଏଥିପାଇଁ 80 କୋଟି ଗରିବଙ୍କୁ ମାଗଣା ରାସନ ଯୋଗାଣ ପାଇଁ ଚାଲିଥିବା ଯୋଜନାକୁ ଭାଜପା ସରକାର ଆଗାମୀ 5 ବର୍ଷ ଯାଏଁ ବଢ଼ାଇବ। 
 ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi food for the poor. Beneficiaries across the country will get free ration for another 5 years. | Argus News