Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମଧ୍ୟବିତ୍ତଙ୍କ ଉପରେ କମିବ ଟିକସ ବୋଝ 

Smruti Parija
Browse all articles by Smruti Parija
·1 year ago·1 min read
ମଧ୍ୟବିତ୍ତଙ୍କ ଉପରେ କମିବ ଟିକସ ବୋଝ 

ଅର୍ଗସ ବ୍ୟୁରୋ: ଦେଶର ମଧ୍ୟବିତ୍ତଙ୍କ ପାଇଁ ମୋଦିଙ୍କ ବଡ ଉପହାର । ମଧ୍ୟବିତ୍ତଙ୍କ ଉପରେ କମିବ ଟିକସ ବୋଝ । ୧୦ ବର୍ଷରେ ୨୦ ଲକ୍ଷ ରୋଜଗାର କରୁଥିବା ଲୋକମାନଙ୍କ ଉପରୁ ଟିକସ କମ୍ ହେଲା । ସେହିପରି ଏକ ବର୍ଷରେ ୫୦ ଲକ୍ଷ ରୋଜଗାର କରୁଥିବା ବ୍ୟକ୍ତିଙ୍କ ଉପରେ ଟିକସ୍ ପରିମାଣ ବଢିବ । 

ଅର୍ଥନୀତି ମନ୍ତ୍ରଣାଳୟ ଅନୁସାରେ ୫୦ ଲକ୍ଷରୁ ଅଧିକ ରୋଜଗାର କରୁଥିବା ନାଗରିକଙ୍କ ଆଇଟି ରିଟର୍ଣ୍ଣରେ ୫ ଗୁଣ ଅଧିକ ବୃଦ୍ଧି ଘଟିଛି । ୨୦୧୪ ଅର୍ଥନୈତିକ ବର୍ଷରେ ୧.୮୫ ଲକ୍ଷ ରିଟର୍ଣ୍ଣ ଫାଇଲ୍ ହୋଇଥିଲା । ୨୦୨୪ ରେ ୯.୩୯ ଲକ୍ଷ ରିଟର୍ଣ୍ଣ ଫାଇଲ୍ ହୋଇଛି । ଏହା ଟିକସ୍ ଖିଲାପକାରୀ ଏବଂ ବ୍ଲାକ୍ ମନି ବିରୋଧରେ ମୋଦି ସରକାରଙ୍କ ଦୃଢ ପଦକ୍ଷେପର ପରିଣାମକୁ ଦର୍ଶାଉଛି । ବର୍ତ୍ତମାନ ଟିକସକୁ ନେଇ ମୋଦି ସରକାରଙ୍କ ନିଷ୍ପତି ଅନୁସାରେ ବର୍ଷକୁ ୫୦ ଲକ୍ଷ ରୋଜଗାର କରୁଥିବା ବ୍ୟକ୍ତି ମାନଙ୍କର  ITR ଫାଇଲିଂରେ ବୃଦ୍ଧି ହେବ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
modi-govt-gift-for-middle-class-family-tax-to-be-reduce | Argus News