୮୨ ହଜାର କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମୋଦି
·1 year ago

Key Points
ଗୁଜରାଟକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଉପହାର । 82 ହଜାର କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି।
ଗୁଜରାଟକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଉପହାର । 82 ହଜାର କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି। ସେପଟେ ଗୁଜୁରାଟର ଭଦୋଦରାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ ଶୋ। ଏହି ରୋଡ ଶୋ' ବେଳେ ମୋଦିଙ୍କୁ ଭବ୍ୟ ସ୍ବାଗତ ଜଣାଇଛନ୍ତି ଭଦୋଦରା ବାସୀ। ହଜାର ହଜାର ଲୋକେ ରାସ୍ତାର ଦୁଇ ପାର୍ଶ୍ବରେ ହାତରେ ତ୍ରିରଙ୍ଗା ଧରି ଠିଆ ହୋଇ ମୋଦିଙ୍କ ଉପରେ ପୁଷ୍ପବୃଷ୍ଟି କରିଥିଲେ।
ଗୁଜରାଟ ସହରୀ ବିକାଶ ସଂସ୍ଥାର 20ତମ ବାର୍ଷିକ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଗସ୍ତ କାଳରେ ମୋଦି ଭୁଜ୍ ଏୟାରବେସ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଭୁଜ୍ରେ 53 ହଜାର 4 ଶହ କୋଟି ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: