Videos
|
National

ପାରାଅଲମ୍ପିଆଙ୍କୁ ଭେଟିଲେ ମୋଦି

Rashmita Mishra
Browse all articles by Rashmita Mishra
·1 year ago
ପାରାଅଲମ୍ପିଆଙ୍କୁ ଭେଟିଲେ ମୋଦି

ଅର୍ଗସ ବ୍ୟୁରୋ: ପ୍ୟାରିସ୍ ରୁ ଫେରିବା ପରେ  ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ସାକ୍ଷତ କରିଛନ୍ତି ପାରାଅଲମ୍ପିକ ଖେଳାଳୀ ମାନେ..ଆଜି ଦିଲ୍ଲୀରେ ନିଜ ବାସ ଭବନ ରେ ପାରିସ୍ ରୁ ଫେରିଥିବା ସମସ୍ତ ପାରା ଅଲମ୍ପିକ ପଦକ ବିଜେତାଙ୍କ ସମେତ ସମସ୍ତ ଖେଳାଳୀଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ଖେଳାଳୀ ମାନଙ୍କ ଅନୁଭୂତି ବିଷଯରେ ପଚାରି ବୁଝିଥିଲେ..ପ୍ରଧାନମନ୍ତ୍ରୀ ଙ୍କ ସହ ସାକ୍ଷାତ କରି ସମସ୍ତ ଖେଳାଳୀ ବହୁତ ଖୁସି ବୋଲି ପାରାଅଲମ୍ପିକ ମେଡାଲିଷ୍ଟ ମୋନା ଅଗ୍ରୱାଲ, ହରବିନ୍ଦର ସିଂ ଏବଂ ସୋନାଲ ପଟେଲ କହିଛନ୍ତି..ପ୍ରଧାନମନ୍ତ୍ରୀ ଙ୍କୁ ସାକ୍ଷାତ କରିବା ଏକ ଗର୍ବର କ୍ଷଣ ବୋଲି କହିଛନ୍ତି ଖେଳାଳୀ ମାନେ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Modi met Paralympians | Argus News