Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଉତ୍ତରପ୍ରଦେଶରେ 20 ହଜାର କୋଟି ଟଙ୍କାରେ ନିର୍ମିତ ବିଭିନ୍ନ ପ୍ରକଳ୍ପକୁ ସବୁଜ ପତାକା ଦେଖାଇବେ ମୋଦି

National

ଉତ୍ତରପ୍ରଦେଶରେ 20 ହଜାର କୋଟି ଟଙ୍କାରେ ନିର୍ମିତ ବିଭିନ୍ନ ପ୍ରକଳ୍ପକୁ ସବୁଜ ପତାକା ଦେଖାଇବେ ମୋଦି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଉତ୍ତରପ୍ରଦେଶରେ 20 ହଜାର କୋଟି ଟଙ୍କାରେ ନିର୍ମିତ ବିଭିନ୍ନ ପ୍ରକଳ୍ପକୁ ସବୁଜ ପତାକା ଦେଖାଇବେ ମୋଦି

ଅର୍ଗସ ବ୍ୟୁରୋ:  ଆଜି ପ୍ରଧାନମନ୍ତ୍ରୀ ମୋଦି ଉତ୍ତରପ୍ରଦେଶରେ 20 ହଜାର କୋଟି ଟଙ୍କାରେ ନିର୍ମିତ ବିଭିନ୍ନ ପ୍ରକଳ୍ପକୁ ସବୁଜ ପତାକା ଦେଖାଇବେ । ପ୍ରଥମେ ମେରଠ ରେ ମେଜର ଧ୍ୟାନଚନ୍ଦ ବିଶ୍ବ ବିଦ୍ୟଳୟର ଶିଳାନ୍ୟାଶ କରିବେ । ଏହାପରେ କଲ୍ୟାଣସିଂ ରାଜକୀୟ ମେଡ଼ିକାଲ କଲେଜ ଏବଂ ଡେଡିକେଟେଡ ଫ୍ରେଡ କୋରିଡର ର ସେକ୍ସନ ସହିତ ଅଲିଗଡ଼-କନୌଜ ହାଇଓ୍ବେ ର ଲୋକାର୍ପଣ କରିବେ । ଏହାପରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି ସଭାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାୀଥ ମଧ୍ୟ ସାମିଲ ହେବେ ।

ଏହା ସହ ଜୟପୁରକୁ ମଧ୍ୟ ଗସ୍ତ କରିବେ ମୋଦି । ସେଠାରେ ଫ୍ରାନ୍ସ ର ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ସହ ଚା ଦୋକାନୀ ଠୁ ଚା ପିଇ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିବେ । ହେଣ୍ଡିକ୍ରାଫ୍ଟ ଦୋକାନଠୁ ମଧ୍ୟ ଜିନିଷ କିଣି ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିବେ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi will give the green flag to various projects in Uttar Pradesh worth Rs 20,000 crore | Argus News