Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ପ୍ରଥମ ନ୍ୟାସନାଲ କଣ୍ଟେଣ୍ଟ କ୍ରିଏଟର୍ସ ଆୱାର୍ଡ ପ୍ରଦାନ କରିବେ ମୋଦି

Ritu Das
Browse all articles by Ritu Das
·2 years ago
ଆଜି ପ୍ରଥମ ନ୍ୟାସନାଲ କଣ୍ଟେଣ୍ଟ କ୍ରିଏଟର୍ସ ଆୱାର୍ଡ ପ୍ରଦାନ କରିବେ ମୋଦି

ଅର୍ଗସ ବ୍ୟୁରୋ: ଆଜି ପ୍ରଥମ ନ୍ୟାସନାଲ କଣ୍ଟେଣ୍ଟ କ୍ରିଏଟର୍ସ ଆୱାର୍ଡ ପ୍ରଦାନ କରିବେ ପିଏମ ମୋଦି । ସକାଳ 10ଟା 30 ମିନିଟରେ ଦେଶରେ ପ୍ରଥମ ଥର ପାଇଁ ଜାତୀୟ ରଚନାକାର ପୁରସ୍କାର ପ୍ରଦାନ କରାଯିବ । ଏଥିପାଇଁ ନୂଆଦିଲ୍ଲୀ ଭାରତ ମଣ୍ଡପମରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।   

ପୁରସ୍କାର ପ୍ରଦାନ ସହ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । 3 ଆନ୍ତର୍ଜାତିକ ରଚନାକାରଙ୍କ ସହ 23 ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିବେ ପିଏମ ମୋଦି । ରଚନା ମାଧ୍ୟମରେ ସକରାତ୍ମକ ସାମାଜିକ ପରିବର୍ତ୍ତନ ଓ ପ୍ରଭାବଶାଳୀ ରଚନା ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi will present | Argus News