Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆସନ୍ତାକାଲି ସଂଧ୍ୟା ୭ଟା ୧୫ରେ ମୋଦିଙ୍କ ଶପଥଗ୍ରହଣ ଉତ୍ସବ 

Manini Pattanayak
Browse all articles by Manini Pattanayak
·2 years ago
ଆସନ୍ତାକାଲି ସଂଧ୍ୟା ୭ଟା ୧୫ରେ ମୋଦିଙ୍କ ଶପଥଗ୍ରହଣ ଉତ୍ସବ 

ନୂଆଦିଲ୍ଲୀ:  ଆସନ୍ତାକାଲି ସଂଧ୍ୟା 7ଟା 15ରେ ମୋଦିଙ୍କ ଶପଥଗ୍ରହଣ । ମୋଦିଙ୍କ ସହ ଅନ୍ୟ କ୍ୟାବିନେଟ ସଦସ୍ୟ ମଧ୍ୟ ନେବେ ଶପଥ । ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା । ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି ।

ତେବେ ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଲେ ନରେନ୍ଦ୍ର ମୋଦି । ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ ରାଷ୍ଟ୍ରପତି । ଏହା ପରେ ମୋଦି କହିଛନ୍ତି, ସ୍ଥିର ସରକାରରେ ଦ୍ରୁତ ହେବ ଦେଶର ବିକାଶ । ତୃତୀୟ ଥର ସେବା କରିବାକୁ ସୁଯୋଗ ଦେଇଥିବାରୁ ଜଣାଇଛନ୍ତି କୃତଜ୍ଞତା ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi's swearing-in ceremony tomorrow at 7:15 PM | Argus News