Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -  `ମନ କି ବାତ୍' କାର୍ଯ୍ୟକ୍ରମରେ ସହିଦ ଯବାନ ଓ ନାଗରିକଙ୍କୁ ମୋଦିଙ୍କ ଶ୍ରଦ୍ଧାଞ୍ଜଳି

National

 `ମନ କି ବାତ୍' କାର୍ଯ୍ୟକ୍ରମରେ ସହିଦ ଯବାନ ଓ ନାଗରିକଙ୍କୁ ମୋଦିଙ୍କ ଶ୍ରଦ୍ଧାଞ୍ଜଳି

Manini Pattanayak
Browse all articles by Manini Pattanayak
·2 years ago
 `ମନ କି ବାତ୍' କାର୍ଯ୍ୟକ୍ରମରେ ସହିଦ ଯବାନ ଓ ନାଗରିକଙ୍କୁ ମୋଦିଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀଙ୍କ `ମନ କି ବାତ୍' କାର୍ଯ୍ୟକ୍ରମ । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଆଜି 26/11 ଆତଙ୍କବାଦୀ ଆକ୍ରମଣକୁ ୧୫ ବର୍ଷ ପୁରିଛି । ଆଜିର ଦିନକୁ କେବେ ଭୁଲି ହେବ ନାହିଁ ବୋଲି କହିଛନ୍ତି ପ୍ରଧାମନମନ୍ତ୍ରୀ । ଆକ୍ରମଣରେ ସହିଦ ଯବାନ ଓ ନାଗରିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଏହାସହ ଲୋକାଲ ଫର୍ ଭୋକାଲ୍‌ ପ୍ରସଙ୍ଗ ଉଠାଇଛନ୍ତି ମୋଦି । ଦୀପାବଳି ଭଳି ଅନ୍ୟ ପର୍ବପର୍ବାଣୀରେ ସ୍ଥାନୀୟ କାରିଗରଙ୍କଠାରୁ ଜିନିଷ କିଣିବାକୁ କହିଛନ୍ତି । ଏହାରା କାରିଗରଙ୍କ ରୋଜଗାର ବଢିବା ସହ କୌଳିକ ବୃତ୍ତି ସହ ସେମାନେ ଯୋଡ଼ି ରହିବେ । ‌ଭୋକାଲ ଫର୍ ଲୋକାଲ୍ ଦେଶର ସ୍ଥିର ବିକାଶର ଗ୍ୟାରେଣ୍ଟି ବୋଲି କହିଛନ୍ତି ମୋଦି । ଏହାସହ ସମ୍ବିଧାନ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପିଏମ୍ । 
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi's tribute to Shaheed Yawan and citizens in ``Mann Ki Baat'' program | Argus News