Videos
|
National

କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଭାରତୀୟ ପାଣିପାଗ ବିଭାଗର ସୂଚନା

Banajyotshna Ray
Browse all articles by Banajyotshna Ray
·2 years ago
କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ,  ଭାରତୀୟ ପାଣିପାଗ ବିଭାଗର ସୂଚନା

ଅର୍ଗସ ବ୍ୟୁରୋ:  କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହା ଉତ୍ତର-ପୂର୍ବର ଅଞ୍ଚଳ ଆଡକୁ ମୁହାଁଇବାର ସୂଚନା ରହିଛି। ଏକ୍ସ ଜରିଆରେ ଭାରତୀୟ ପାଣିପାଗ ବିଭାଗର ସୂଚନା। ଯାହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସୂଚନା ରହିଛି। ଯେଉଁଭଳି ଭାବରେ ରାଜ୍ୟରେ ଅସହ୍ୟ ତାତି ଲାଗି ରହିଥିଲା। ମୌସୁମୀ ପ୍ରଭାବରେ ଆଶ୍ୱସ୍ତି ମିଳିବ ବୋଲି ସୂଚନା ରହିଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Monsoon hits Kerala | Argus News