Videos
|
National

ଜୁଇାଇ ୨୧ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

Smruti Parija
Browse all articles by Smruti Parija
·1 year ago·1 min read
ଜୁଇାଇ ୨୧ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

Key Points

ଜୁଲାଇ ୨୧ରୁ ମୌସୁମୀ ଅଧିବେଶନ

୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ସୂଚନା

ଜୁଲାଇ ୨୧ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ୧୨ ଅଗଷ୍ଟ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଅଧିବେଶନରେ ଅନେକ ଗୁରତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି । ଅପରେସନ ସିନ୍ଦୂର ପରେ ମୌସୁମୀ ଅଧିବେଶନ ହେଉଥିବାରୁ ଏହାର ଅନେକ ଗୁରୁତ୍ବ ରହିଛି । ବିରୋଧୀ ଦଳ ପକ୍ଷରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ପାଇଁ ଦାବି ହେଉଥିବା ବେଳେ ଏହାକୁ ନେଇ ମୌସୁମୀ ଅଧିବେଶନ ସରଗରମ ହୋଇପାରେ ।


ଅପରେସନ ସିନ୍ଦୂରରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରର ୯ଟି ଆତଙ୍କୀ ଆଡ୍ଡାକୁ ଧ୍ବଂସ କରାଯାଇଥିଲା । ଏଥର ଅପରେସନ ସିନ୍ଦୂରକୁ ନେଇ ସରଗରମ ହୋଇପାରେ ମୌସୁମୀ ଅଧିବେଶନ । ସଂସଦର ସ୍ବତନ୍ତ୍ର ଅଧିବେଶନପାଇଁ ଦାବି କରିଥିଲେ ବିରୋଧୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
monsoon-session-of-parliament-to-begin-from-july-21 | Argus News