Newborn Girl / ବାରମ୍ୱାର ଝିଅ ହେଲା, ରାଗରେ ସାନ ଝିଅକୁ ବିକିଦେଲା ମା'...
·6 months ago·2 min read

Key Points
ବିବାହର ୮ ବର୍ଷରେ ୫ ଝିଅ ଜନ୍ମ ହେଲେ
ସାନ ଝିଅକୁ ବିକିଦେଲା ମାଆ
ସାନ ଝିଅକୁ ବିକିଦେଲା ମାଆ
ମା' ନାଁରେ କଳଙ୍କ। ନିଜ ଜନ୍ମକଲା ଝିଅକୁ ବିକି ଦେଲା ମା'। କେମିତି ତା ହୃଦୟ ହେଲା। ଯେଉଁ ମା' ୧୦ ମାସ ୧୦ଦିନ ଗର୍ଭରେ ଧରି ଛୁଆ ଜନ୍ମ କରିଥିଲା, ଶେଷରେ ସେହି ଛୁଆକୁ ବିକିଦେଲା। କେମିତି ତା ହାତଗଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବରେ । ଗୋଟିଏ ପରେ ଗୋଟିଏ ଝିଅ ହେଲା । ପୁଅ ଆଶାରେ ବାରମ୍ୱାର ଜନ୍ମ ହେଉଥିଲେ କନ୍ୟା ସନ୍ତାନ । ରାଗିଗଲେ ମହିଳା । ଶେଷରେ ନବଜାତକକୁ ରାଗରେ ବିକ୍ରି କରିଦେଲେ ମାଆ । ଏପରି ଏକ ଘଟଣା ସାମ୍ନାକୁ ଆସିଛି ପଞ୍ଜାବରେ । ଏଠାରେ ଜଣେ ମହିଳା ନିଜ ନବଜାତ କନ୍ୟାଙ୍କୁ ବିକ୍ରି କରିଦେଇଛନ୍ତି ।
ଏହି ଘଟଣାରେ ଶିଶୁର ମାଆ ସୁନିତା, ନର୍ସ ପରଓ୍ୱିନ, ଡାକ୍ତର ମନମୀତ କୌର, ନର୍ସ ଆଶାଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଛି । ମାମଲାକୁ ଗୁରୁତର ଭାବେ ନିଆଯାଇଛି । ମାନବ ଚାଲାଣ ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ପୋଲିସ ତଦନ୍ତରୁ ଜଣାପଡିଥିଲା ଯେ, ସୁନିତା ଜଣେ ନର୍ସଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ନର୍ସ ଅନ୍ୟ କିଛି ଦଲାଲଙ୍କୁ ଧରି ଶିଶୁକନ୍ୟାକୁ ବିକିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଦଲାଲମାନେ ମୋଗା ଗାଁର ମନଦୀପ କୌରଙ୍କୁ ଏନେଇ ଜଣାଇଥିଲେ । ମନଦୀପ ଶିଶୁକୁ ୨ ଲକ୍ଷ ୧୦ ହଜାର ଟଙ୍କାରେ କିଣିବାକୁ ରାଜି ହୋଇଥିଲେ ।
ରିପୋର୍ଟ ଅନୁସାରେ, ରବିବାର ଲୁଧିଆନାର ସିଏମସି ଛକରେ ଜଣେ ମହିଳାଙ୍କୁ ସ୍ଥାନୀୟ ଲୋକେ ଦେଖିଥିଲେ । ମହିଳା ଜଣଙ୍କ ଜଣେ ନବଜାତକକୁ ଧରି ବୁଲୁଥିଲେ । ଶିଶୁଟି ଲଗାତାର କାନ୍ଦୁଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ । ଏହାପରେ ସେମାନେ ମହିଳାଙ୍କୁ ଅଟକାଇ ପଚରାଉଚରା କରିଥିଲେ । ମହିଳାଜଣଙ୍କ ସବୁ ସତ ମାନି ନେଇଥିଲେ । ସେ ଶିଶୁଟିକୁ ୨ ଲକ୍ଷ ୧୦ ହଜାର ଟଙ୍କାରେ କିଣିଥିବା ସ୍ୱୀକାର କରିଥିଲେ ।
ଏଥିସହ ପଢ଼ନ୍ତୁ: ଜୀବନ କଣ ଜାଣିବା ପୂର୍ବରୁ ୧୦ ମାସର କୁନି ଝିଅ ଏଲିନ ୫ ଜୀବନ ବଞ୍ଚାଇଲା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଚିଥିଲା । ଏହାସହ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଅଧିକାରୀ ଗୁରମେଲ ସିଂଙ୍କ କହିବା କଥା ହେଲା, ଫେବ୍ରୁଆରୀ ୧୪ରେ ବାବା ଥାନସିଂ ଛକରେ ଥିବା ଏକ ଘରୋଇ ହସ୍ପିଟାଲରେ ସୁନିତା ନାମ୍ନୀ ଜଣେ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ସୁନିତାଙ୍କ ପୂର୍ବରୁ ଚାରୋଟି ଝିଅ ଅଛନ୍ତି । ବିବାହର ୮ ବର୍ଷ ପରେ ପଞ୍ଚମ କନ୍ୟା ସନ୍ତାନ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିଲେ । ତେଣୁ ମାଆ ସୁନିତା ତିନି ଦିନର ଶିଶୁକୁ ଅନ୍ୟ କାହାକୁ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories