Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେବେ  ନାୟବ ସୈନୀ 

National

ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେବେ  ନାୟବ ସୈନୀ 

Manini Pattanayak
Browse all articles by Manini Pattanayak
·2 years ago
ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେବେ  ନାୟବ ସୈନୀ 

ନୂଆଦିଲ୍ଲୀ: ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେବେ  ନାୟବ ସୈନୀ।  ଏନେଇ ବିଧାୟକ  ଦଳ ବୈଠକରେ ନାୟମ ସୈନୀଙ୍କ ନାଁରେ  ମୋହର ଲାଗିଛି। ତେବେ ମୁଖ୍ୟମନ୍ତ୍ରୀ ନେଇ  ଔପଚାରିକ ଭାବେ ଘୋଷଣା କଲା ଦଳ। ସନ୍ଧ୍ୟା ୫ଟାରେ ଶପଥ ନେବେ ବୋଲି ସୂଚନା।  ସୂଚନାମୁତାବକ,  ଆଜି  ଦିନ ୧୧ ଟାରେ ମୋହନ ଲାଲ ଖଟ୍ଟର ସିଏମ ପଦରୁ ଇସ୍ତଫା ଦେଇଥିଲେ।

ଏହାପରେ  ଚଣ୍ଡିଗଡ ରେ ବିଜେପି  ନୂଆ ସିଏମ ପାଇଁ  ବିଧାୟକ ଦଳ ବୈଠକ ଆରମ୍ଭ କରିଥିଲା।  ଏହି ବୈଠକରେ ସାଂସଦ ଏବଂ  ଭାଜପା ଅଧ୍ୟକ୍ଷ  ନାୟବ ସିଂହ ସୈନୀଙ୍କ ନାମ ଉପରେ  ମୁଖ୍ୟମନ୍ତ୍ରୀ  ମୋହର ଲାଗିଥିଲା।   ଏବେ ନାୟବ ସୈନୀ ରାଜଭବନ ଅଭିମୁଖେ । ସେଠାରେ ସେ ରାଜ୍ୟପାଳଙ୍କୁ ସାକ୍ଷାତ କରିବେ। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naib Saini is Haryana BJP president. Haryana chief minister Manohar Lal Khattar. | Argus News