Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସ୍ୱିଡ୍‌ ବୋଟ୍‌ ଦୁର୍ଘଟଣା, ଆହତ ମହିଳାଙ୍କୁ କାନ୍ଧରେ ବୋହି ନେଇଥିଲେ ନୌସେନା ଯବାନ

National

ସ୍ୱିଡ୍‌ ବୋଟ୍‌ ଦୁର୍ଘଟଣା, ଆହତ ମହିଳାଙ୍କୁ କାନ୍ଧରେ ବୋହି ନେଇଥିଲେ ନୌସେନା ଯବାନ

Banajyotshna Ray
Browse all articles by Banajyotshna Ray
·1 year ago
ସ୍ୱିଡ୍‌ ବୋଟ୍‌ ଦୁର୍ଘଟଣା, ଆହତ ମହିଳାଙ୍କୁ କାନ୍ଧରେ ବୋହି ନେଇଥିଲେ ନୌସେନା ଯବାନ

ଅର୍ଗସ ବ୍ୟୁରୋ:  ଦେବଦୂତ ସାଜିଲେ ଭାରତୀୟ ନୌସେନାର ଯବାନ । ସ୍ବିଡ୍ ବୋଟ୍‌ ଦୁର୍ଘଟଣାରେ ଆହତ ଜଣେ ମହିଳାଙ୍କୁ କାନ୍ଧରେ ବୋହି ନେଇଥିଲେ ନୌସେନାର ଯବାନ୍ । କଟକ ବାଲିଯାତ୍ରା ପଡିଆରେ ନିକଟରେ ଥିବା ମହାନଦୀରେ ସ୍ପିଡ୍ ବୋଟ୍  ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳରେ ଥିବା ନୌସେନାର ଡାଇଭିଂଟିମ୍ ପହଞ୍ଚି ମହିଳାଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରାୟ ଏକ କିଲୋମିଟରରୁ ଅଧିକ ଦୂର ପୋଲିସ ସହାୟତା କେନ୍ଦ୍ର  ପର୍ଯ୍ୟନ୍ତ କାନ୍ଧରେ ବୋହି ନେଇଥିଲେ। ଏହାପରେ ଆମ୍ବୁଲାନ୍ସ  ନମିଳିବାରୁ ତାଙ୍କୁ ଅଟୋ ସହାୟତାରେ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored