Videos
|
National

ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ଶପଥ ନେଲେ ନାୟବ ସିଂ ସୈନୀ

Manini Pattanayak
Browse all articles by Manini Pattanayak
·1 year ago
ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ଶପଥ ନେଲେ ନାୟବ ସିଂ ସୈନୀ

ନୂଆଦିଲ୍ଲୀ:  ହରିୟାଣାର ପୁଣି ସୈନୀ ସରକାର।  ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ଶପଥ ନେଲେ ନାୟବ ସିଂ ସୈନୀ।

ସାଇନିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ।  ହରିୟାଣା ପଞ୍ଚକୁଲାରେ ଭବ୍ୟ ଶପଥ ଗ୍ରହଣ ସମାରୋହ।  ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ। 

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Nayab Singh Saini takes oath as Haryana CM in presence of PM Modi, other NDA leaders | Argus News