Videos
|
National

ଏନଟିଏ ପକ୍ଷରୁ ପ୍ରକାଶ ପାଇଲା ନିଟ୍‌ ୟୁଜି ରେଜଲ୍ଟ

Banajyotshna Ray
Browse all articles by Banajyotshna Ray
·2 years ago
ଏନଟିଏ ପକ୍ଷରୁ ପ୍ରକାଶ ପାଇଲା ନିଟ୍‌ ୟୁଜି ରେଜଲ୍ଟ

ଅର୍ଗସ ବ୍ୟୁରୋ:  ପ୍ରକାଶ ପାଇଲା ନିଟ୍‌ ୟୁଜି ରେଜଲ୍ଟ । ଏନଟିଏ ପକ୍ଷରୁ ପ୍ରକାଶ ପାଇଲା ନିଟ୍‌ ୟୁଜି ରେଜଲ୍ଟ । ଆଜି ରେଜଲ୍ଟ ପ୍ରକାଶ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜୁଲାଇ ୧୮ରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପରୀକ୍ଷା ଫଳ ଉପଲବ୍ଧ । ଓ୍ୱେବସାଇଟ୍‌ nta.ac.in ରେ ରେଜଲ୍ଟ ଉପଲବ୍ଧ। ପରୀକ୍ଷା କେନ୍ଦ୍ର ଓ ସହର ଅନୁସାରେ ଫଳ ପ୍ରକାଶ।

ଚଳିତବର୍ଷ, NEET-UG ପରୀକ୍ଷା ୫ ମେ’ରେ ହୋଇଥିଲା। ଏହାର ଫଳାଫଳ ୪ ଜୁନ୍ ୨୦୨୪ରେ ପ୍ରକାଶ ପାଇଥିଲା। ଏଥିରେ ମୋଟ୍ ୧୫୬୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପ୍ରାୟ ୨୪ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ଏହାପରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହେବା ପରେ ଜୁନ୍‌ ୨୩ରେ ଆଉ ଏକ ପରୀକ୍ଷା କରାଯାଇଥିଲା। ଯାହାର ରେଜଲ୍ଟ ଜୁନ୍ ୩୦ରେ ପ୍ରକାଶ ପାଇଥିଲା।

ଅଧିକ ପଢ଼ନ୍ତୁ ଦେଶ ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
NEET-UG 2024 Results | Argus News