ପ୍ରକାଶ ପାଇଲା NEET-UG 2025 ପରୀକ୍ଷା ଫଳ
·1 year ago

Key Points
ପ୍ରକାଶ ପାଇଲା NEET-UG 2025 ପରୀକ୍ଷା ଫଳ
ଇ-ମେଲ୍ ରେ ସ୍କୋର୍ କାର୍ଡ ଦେଖିବାକୁ ପରାମର୍ଶ
ଦେଶର 500 ସହରରେ ହୋଇଥିଲା ପରୀକ୍ଷା
ପ୍ରକାଶ ପାଇଲା NEET-UG 2025 ପରୀକ୍ଷା ଫଳ । ନେସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପ୍ରକାଶ ପାଇଛି ପରୀକ୍ଷା ଫଳ । neet.nta.nic.in ରୁ ପରୀକ୍ଷା ଫଳ ଜାଣିପାରିବେ ପରୀକ୍ଷାର୍ଥୀ । ପରୀକ୍ଷାର୍ଥୀଙ୍କୁ ଇ-ମେଲ୍ ରେ ସ୍କୋର୍ କାର୍ଡ ଦେଖିବାକୁ NTA ପକ୍ଷରୁ ପରାମର୍ଶ ଦିଆଯାଇଛି । ମେ 4 ରେ ଗୋଟିଏ ସିଫ୍ଟରେ 20 ଲକ୍ଷ ପିଲା ଦେଇଥିଲେ ପରୀକ୍ଷା । ଦେଶର 500 ସହରରେ ହୋଇଥିଲା ପରୀକ୍ଷା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: