Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନେତାଜୀଙ୍କ ୧୨୭ତମ ଜୟନ୍ତୀ, ବୀର ସୁରେନ୍ଦ୍ର ସାଏଙ୍କ ୨୧୫ ତମ ଜୟନ୍ତୀ ପାଳୁଛି ଦେଶ

Banajyotshna Ray
Browse all articles by Banajyotshna Ray
·2 years ago
ନେତାଜୀଙ୍କ ୧୨୭ତମ ଜୟନ୍ତୀ, ବୀର ସୁରେନ୍ଦ୍ର ସାଏଙ୍କ ୨୧୫ ତମ ଜୟନ୍ତୀ ପାଳୁଛି ଦେଶ

ଅର୍ଗସ ବ୍ୟୁରୋ:  ଆଜି ଦୁଇ ମହାପୁରୁଷ ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ । ନେତାଜୀଙ୍କ ୧୨୭ ତମ ଜୟନ୍ତୀ ପାଳୁଛି ସାରା ଦେଶ । ସେପଟେ ବୀର ସୁରେନ୍ଦ୍ର ସାଏଙ୍କ ୨୧୫ ତମ ଜୟନ୍ତୀ । ଓଡ଼ିଶାର ପ୍ରତିଟି ଜନମାନସରେ ଉଜ୍ଜୀବିତ ମହାନ ଯୋଦ୍ଧା ବୀର ସୁରେନ୍ଦ୍ର ସାଏ । ଆସନ୍ତୁ ନଜର ପକାଇବା ଦୁଇ ମହାପୁରୁଷଙ୍କ କିଛି ଚର୍ଚ୍ଚିତ ଘଟଣାବଳୀ ଉପରେ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Netaji's 127th birth anniversary, Veer Surendra Sai 215th birth anniversary | Argus News